ରାଜ୍ୟ ଘୋଷଣା ହେଲା ୧୨ ନୂଆ NAC Sukanta NayakAugust 16, 2025 ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି୭ ଜିଲ୍ଲାରେ ଗଠନ ହେବ ୧୨ ନୂଆ #ଏନଏସିପାଲଲହଡ଼ା, ବୀରମହାରାଜପୁର, ସିମୁଳିଆ, ବସ୍ତାବେତନଟି, ବାଙ୍ଗିରପୋଷୀ, ତିହିଡ଼ି, ରେଙ୍ଗାଲିବିଷମକଟକ, ଚିତ୍ରଡ଼ା, ଧୁଷୁରୀ, ବାମରା
ଧରାପୃଷ୍ଟରେ ଅବତରଣ କରିଛନ୍ତି ଯୁଗଳ ମୂରତୀ ଓଡ଼ିଶାର ଅନନ୍ୟ ପରମ୍ପରା ମଧ୍ୟରୁ ଗୋଟିଏ ହେଉଛି ଦୋଳ ଯାତ୍ରା ବୈଷ୍ଣବ ଧର୍ମର ଅନନ୍ୟ ଉଦାହରଣ I ପୃଥିବୀରେ ନୂତନ ଶିହରଣ ଯୋଗାଇ ପାରିବା ଭଳି ଶକ୍ତିରେ…
ତଇଁପଦର ଗାଁରେ ସରକାରୀ ସୁବିଧା ପାଲଟିଛି ସାତ ସପନ ଫୋକସ ପ୍ଲସ(ଲାଞ୍ଜିଗଡ)୧୮/୦୮/୨୦୨୨: ଗାଁକୁ ରାସ୍ତା ନାହିଁକି ପୋଲ ନାହିଁ।ଫଳରେ ଲାଞ୍ଜିଗଡ଼ ବ୍ଲକ ତଇଁପଦର ଗ୍ରାମର ରୋଗୀଙ୍କୁ ୨ କିଲୋମିଟର ପାଦ ଚଲା ରାସ୍ତାରେ ଭାରରେ ବୋହି ଆଣିବା…
ପେଟରେ ଭୋକ, ଆଖିରେ ଲୁହ ଫୋକସ ପ୍ଲସ(ଉମରକୋଟ)୧୪/୦୮/୨୦୨୨: ଗାଈ ଖୁଆଇ,ଭାଙ୍ଗି ଚକଟି ନଷ୍ଟ କରିଦେଲେ ଏକର ଏକର ଜମିର ମକା ଫସଲ ସେତିକିରେ ମନ ଶାନ୍ତି ହେଲାନି ଜାଳିଦେଲେ ଆଦିବାସୀ ଙ୍କ ଘର।…