Breaking news ଦୁର୍ଦ୍ଦାନ୍ତ ଅପରାଧୀ ଏମ୍ଡି ସାମଦକୁ ଏନକାଉଣ୍ଟର Sukanta NayakAugust 19, 2025 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ଏମ୍ଡି ସାମଦ ଆହତଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତରସାମଦର ବାମ ଗୋଡ଼ରେ ବାଜିଛି ଗୁଳିଗତକାଲି ଜଣେ ଯୁବକଙ୍କୁ ହତ୍ୟା କରିଥିଲା ସାମଦ
ମାଛ ମାର୍କେଟ ଛକ ନିକଟରେ ସିରିଜ ଦୁର୍ଘଟଣା | ଅନୁଗୁଳ୨୫/୧୧/୨୦୨୩; ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ମାଛ ମାର୍କେଟ ଛକ ଠାରେ ସିରିଜ୍ ଦୁର୍ଘଟଣା। ସୂଚନା ଯେ, ଏକ ଅଟୋ ମେଡିକାଲ ଛକ ଆଡୁ ହେମସୁରପଡା ଛକ…
ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ଦୁଷ୍କର୍ମକାରୀ ୨ ଶିକ୍ଷକ ଗିରଫ | ନବରଙ୍ଗପୁର11/11/2023;ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ଏକ ସେବାଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଆଜି ପୀଡ଼ିତାଙ୍କ ୧୬୧ରେ ବୟାନ ରେକର୍ଡ କରାଯାଇଛି।…
କାଳବୈଶାଖୀ ତାଣ୍ଡବ ରେ ଉଜୁଡିଲା ଜୀବିକା I ଫୋକସ ପ୍ଲସ 6/5/22(ଢେଙ୍କାନାଳ):ଅଦିନିଆ କାଳବୈଶାଖୀ ବର୍ଷା ଯୋଗୁଁ ଉଜୁଡି ଯାଇଛି ଜୀବିକା, ଏହି ଭଳି ଏକ ଦୁଃଖଦ ଦେଖିବାକୁ ମିଳିଛି ପରଜଙ୍ଗ ବ୍ଲକ୍ ସାନ୍ଦା ଗ୍ରାମରେ ।…