ଅପରାଧ ସରକାରୀ ଅର୍ଥ ହେରଫେର କରି ଫସି ଗଲେ ବାବୁ Sukanta NayakAugust 22, 2025 ସରକାରୀ ଅର୍ଥ ହେରଫେର ଅଭିଯୋଗରେ ରେଡ୍୧.୨୪ କୋଟି ଟଙ୍କା ହେରଫେର ଅଭିଯୋଗରେ ରେଡ୍କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର ସାହାଣିକିଶୋରଙ୍କ ୫ଟି ଠିକଣାରେ ଚାଲିଛି ଭିଜିଲାନ୍ସ ରେଡ୍
୨/୩ ବର୍ଷରେ ଟଙ୍କା ଡବଲ, କହି ଠକୁ ଥିଲେ ଲୋକଙ୍କୁ || ଫୋକସ ପ୍ଲସ 4/1/2023(ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଚାରିଶବିଶଙ୍କ ପ୍ରାଦୁର୍ଭାଵ ଦିନକୁ ଦିନ ବୃଦ୍ଧି ପାଉଛି । ସୂଚନାଯୋଗ୍ୟ ଯେ ବାମନଘାଟୀ ଉପଖଣ୍ଡ ସିମାନ୍ତ ତିରିଂ ଥାନା…
ସିବିଆଇ ହାତରେ ଡାକ ନିରୀକ୍ଷକ ଫୋକସ ପ୍ଲସ ୧୪/୬/୨୨ (ସୁନ୍ଦରଗଡ଼ ): ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରା ପଡ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକଘର ଡାକ ନିରୀକ୍ଷକ…
ସ୍ୱାମୀକୁ ଛାଡି ପ୍ରେମିକ ସହ ଫେରାର ଉଦ୍ୟମ, ଥାନାରେ ଅଟକ ପ୍ରେମୀଯୁଗଳ ଫୋକସ ପ୍ଲସ (ଜଗତସିଂପୁର)୨୧/୦୭/୨୦୨୨:ବହୁ ଚର୍ଚ୍ଚିତ ଟୁଙ୍ଗୁର ଭୋଳ ବର୍ଷା ସଦୃଷ ଆଉ ଏକ ଘଟଣା ଘଟିଛି ଜଗତସିଂହପୁରରେ। ବିବାହିତ ଝିଅର ପାଗଳାମି ଯୋଗୁ, ସ୍ୱାମୀକୁ ଛାଡି ପ୍ରେମିକ…