ନୂଆ ବର୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଏଣିକି କିନ୍ନରଙ୍କ ଲାଳନପାଳନ ପାଇଁ ମିଳିବ ଟଙ୍କା, ମୁଖ୍ୟମନ୍ତ୍ରୀ କରିଛିନ୍ତି ବଡ ଘୋଷଣା । ପ୍ରତିମାସ ଏମାନଙ୍କୁ ମିଳିବ ଆର୍ଥିକ ୧୫୦୦ ଟଙ୍କାର ସହାୟତା । ପିଲାଙ୍କୁ ଲାଲନ ପାଳନ କରିବା ପାଇଁ ସେମାନଙ୍କ ଅଭିଭାବକଙ୍କୁ ମିଳିବ ଆର୍ଥିକ ସହାୟତା । ପିଲାଙ୍କୁ ୧୮ ବର୍ଷ ହେବା ମାତ୍ରେ ବର୍ଷ ହେବା ପର୍ଯ୍ୟନ୍ତ ମିଳିବ ଏହି ସହାୟତା । ତେବେ ଏହି ସହାୟତା ପାଇବା ପାଇଁ ଆବେଦନ କାରୀଙ୍କୁ ଜାତୀୟ କିନ୍ନର ପୋର୍ଟାଲରେ ପଞ୍ଜିକୃତ କରିବାକୁ ପଡିବ । ଏହି ଯୋଜନା ମାଧ୍ୟମରେ ସେମାନଙ୍କୁ କଲେଜ, ବିଶ୍ୱବିଦ୍ୟାଳୟ ରେ ସ୍ୱତନ୍ତ୍ର ଆବାସିକ ବ୍ୟବସ୍ଥା ବା ହଷ୍ଟେଲ ନିର୍ମାଣ କରାଯିବ । ଏହା ସହ ସେମାନଙ୍କ ପାଠ ପଢା ପାଇଁ ପ୍ରତି ମାସରେ ୧୦୦ ଲେଖା ଷ୍ଟାଇପେନ ମିଳିବ । ଯାହା ପାଇଁ ସେମାନଙ୍କୁ ସ୍ୱିକୃତି ପୋର୍ଟାଲରେ ଆବେଦନ କରିବାକୁ ପଡିବ । ଏହି ଯୋଜନା ଦ୍ୱାରା ସେମାନଙ୍କୁ ସମାଜରେ ସୀକୃତି ଦେବା ସହ ଶିକ୍ଷା ଓ ସମସ୍ତ କ୍ଷେତ୍ରରେ ବୃତ୍ତି ପ୍ରଦାନ କରିବା ସହ ସେମାନଙ୍କୁ ଅନେକ ସୁବିଧା ମଧ୍ୟ ଦିଆଯିବ ।

Leave a Reply

Your email address will not be published. Required fields are marked *