ଅପରାଧଆଞ୍ଚଳିକ ଟଙ୍କା ପାଇଁ ଜଘନ୍ୟ ହତ୍ୟାକାଣ୍ଡ Naina MajhiJanuary 3, 2026January 3, 2026 ତାଳଚେର: ପେଚକସରେ ଭୁସି ଭୁସି ନିର୍ମମ ହତ୍ୟା କଲା ଯୁବକ । ତାଳଚେର ଟାଉନ ଥାନା ଅଞ୍ଚକରେ ଘଟିଛି ଅଭାବନୀୟ ଘଟଣା । ସୂଚନା ଅନୁସାରେ ପେଟରେ, ଛାତିରେ ଏବଂ ବେକକୁ ପେଚକସ ସାହାଯ୍ୟରେ ଭୁସି ହତ୍ୟା କଲା ଅଭିଯୁକ୍ତ । ଟଙ୍କା ନେଣ ଦେଣକୁ ନେଇ ନିର୍ମମ ଭାବେ ହତ୍ୟା କଲା ଯୁବକ ।
OYO ହୋଟେଲରେ ପ୍ରେମ କାହାଣୀର ଅନ୍ତ ! ବ୍ରହ୍ମପୁର13/01/2024: ଗୋଳନ୍ଥରା ଥାନା ହଳଦିଆପଦର୍ ଏକ ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତକ ଯୁବତୀ ଜଣଙ୍କ ପୁରୀ ଚନ୍ଦନପୁର ଅଞ୍ଚଳର। ଗତକାଲି ସେ ଓ…
ବନ୍ଦକୋଠରୀ ରୁ ଗଳିତ ଶବ ଉଦ୍ଧାର, ପର୍ଦାଫାସ କଲା ପୋଲିସ ଫୋକସ ପ୍ଲସ(କୋଟପାଡ଼)୧/୦୮/ ୨୦୨୨: କୋଟପାଡ଼ ସହର ର ୧୧ନମ୍ବର ୱାର୍ଡ ମିଶନ କମ୍ପାଉଣ୍ଡ ..ବସ୍ତି ରଏକ ବନ୍ଦ କୋଠରୀ ମଧ୍ୟରୁ ଗତ ଶୁକ୍ରବାର ଦିନ ପରିତ୍ୟକ୍ତ ଅବସ୍ଥା…
ମଟନ୍ ପାଇଁ ମରଣାନ୍ତକ ଆକ୍ରମଣ ହସ୍ପିଟାଲରେ ୩ ଜଣ ଉତ୍ତରପ୍ରଦେଶର ବହେରାଇଚ୍ର ମଟେରା ଥାନା ଇଲାକାରେ ଘଟିଥିବା ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ତାଜ୍ଜୁବ୍ କରିଦେଇଛି । ସେଠାରେ ଥିବା କିଷନପୁରରେ ରହୁଥିବା ଏକ ମୁସଲମାନ୍ ପରିବାରରେ…