ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ହେବ ଆଲୋଚନା।

ଭୁବନେଶ୍ଵର:(ଫୋକସ ପ୍ଲସ ବ୍ୟୁର) ଆଜି ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ
ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରଭାରୀ ରହିବେ ଉପସ୍ଥିତ
ସମସ୍ତ ବିଧାୟକ ଓ ବିଧାୟକ ପ୍ରାର୍ଥୀଙ୍କ ସହ ରାଜ୍ୟ ପଦାଧିକାରୀ ଉପସ୍ଥିତ ରହିବେ
ଜିଲ୍ଲା ସଭାପତିଙ୍କ ସହ ମାନସ ମନ୍ଥନ, ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା
SIR ଏବଂ VB ଜି ରାମ୍ ଜି କାର୍ଯ୍ୟକ୍ରମ ନେଇ ମଧ୍ୟ ହେବ ଆଲୋଚନା
କେନ୍ଦ୍ର ଓ ରାଜ୍ୟ ବଜେଟ୍‌ ନେଇ ଲୋକଙ୍କ ପାଖକୁ ଯିବାକୁ ପ୍ରସ୍ତୁତ ହେବ ବ୍ଲୁ-ପ୍ରିଣ୍ଟ

Leave a Reply

Your email address will not be published. Required fields are marked *