ମେୟର ବଖାଣିଲେ ୪-ବର୍ଷର ରିପୋର୍ଟ କାର୍ଡ

କଟକ ନେତାଜୀ ବସ୍ ଟର୍ମିନାଲ,ବସ୍ତି ବାସିନ୍ଦାଙ୍କ ଥଇଥାନ, ସହରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ,ପରିମଳରେ ସୁଧାର ଓ ବକ୍ସ ଡ୍ରେନ ନିର୍ମାଣ ଆଦି ପ୍ରକଳ୍ପର ସଫଳ ଲୋକାର୍ପଣ କରି ଗତ ୪-ବର୍ଷରେ ଇତିହାସ ସୃଷ୍ଟି କରିଥିବା CMC ଆଗାମୀ ଦିନରେ, ବାକି ଥିବା ସମସ୍ତ ବଡ଼ ବଡ଼ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି, ଆହୁରି ଲୋକଙ୍କ ଆସ୍ଥା ଭାଜନ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଟକ ମେୟର ସୁବାସ ସିଂ। ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଉପସ୍ଥିତି ରେ CMC କାଉନସିଲର ୪-ବର୍ଷ ପୂର୍ତ୍ତି ସଫଳତାର କଥା କହିଥିଲେ ମେୟର। କଟକରୁ ଭବାନି ଶଙ୍କର ପଲାଇ ଙ୍କ ସହ ଦିପକ ଆଚାର୍ଯ୍ୟ ଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *