ଅର୍ଡର ହୋଇଥିଲା ଆଣ୍ଡ୍ରଏଡ୍ ଡିଭାଇସ୍, ପାର୍ସଲରେ ଆସିଲା କିଛି ଆଶ୍ଚର୍ଯ୍ୟ ଜିନିଷ

ଅନଲାଇନ୍ ସପିଂ କରିବା ବେଳେ ସାବଧାନ! ନ ହେଲେ କେତେ ବଡ଼ ଠକେଇର ଶିକାର ହୋଇପାରନ୍ତି, ତାହାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଗ୍ରେଟର ନୋଏଡାର ଜଣେ ଯୁବକ ଆଣ୍ଡ୍ରଏଡ୍ ଡିଭାଇସ୍ ବଦଳରେ ପାର୍ସଲରୁ ଯାହା ପାଇଛନ୍ତି, ତାହା ଆପଣଙ୍କୁ ବି ଚକିତ କରିଦେବ । ଯଦି ଆପଣ ବି ଏହି ପରି ଯେକୌଣସି ସାଇଟ୍ କିମ୍ବା ଅନଲାଇନ ଲିଙ୍କରୁ ଜିନିଷ ଅର୍ଡର କରୁଛନ୍ତି, ତାହାଲେ ସତର୍କ ହୋଇଯାଆନ୍ତୁ । ଅନଲାଇନ୍ ସପିଂ ବେଳେ କେବଳ ଭେରିଫାଏଡ୍ କମ୍ପାନୀ ଓ ଅଫିସିଆଲ୍ ୱେବସାଇଟରୁ ହିଁ ସାମଗ୍ରୀ କିଣିବା ଉଚିତ୍ । ତେବେ ପାର୍ସଲରୁ କଣ ବାହାରିଛି ଏବଂ କିଭଳି ଜଣେ ଯୁବକ ଠକାମିର ଶିକାର ହୋଇଛନ୍ତି, ଜାଣିବା ପାଇଁ କ୍ଲିକ କରନ୍ତୁ ଏହି ଲିଙ୍କ……….

Leave a Reply

Your email address will not be published. Required fields are marked *