Breaking newsଦେଶ ବିଦେଶମୁଖ୍ୟ ଖବରରାଜ୍ୟ ଇଣ୍ଡିଆ ବୁକ ଓଫ ରେକର୍ଡ୍ସ ପାଇଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ବାଲି କୋଲନି ବିସ୍ମୟ ବାଳକ ଶ୍ରେୟାନଶୁ ରଣା FOCUS PLUSMarch 16, 2022 ! ବାସୁଦେବପୁର ଅଞ୍ଚଳରେ ଖୁସିର ମାହୋଲ ! ପ୍ରମୋଦ ରାଉତ
ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମହାମହିମ ଫୋକସ ପ୍ଲସ 3/5/23 (ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ତିନି ଦିଆଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ କାଳରେ ସେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ପାହାଡ଼ପୁର…
ଢେଙ୍କାନାଳରେ ବୋମାମାଡ଼#BreakingNews -ଢେଙ୍କାନାଳ: ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼-ସଦର ଥାନା ଖମାର ସାହିରେ ୨ ଦୁର୍ବୃତ୍ତଙ୍କ ବୋମାମାଡ଼-ବ୍ୟବସାୟୀ ଜଣଙ୍କ ଖମାର ସାହି ଲକ୍ଷ୍ମୀପୂଜା କମିଟିର ସଂପାଦକ-ବୋମାମାଡ଼ରେ ଘରର ମୁଖ୍ୟ ଗେଟ୍…
୩ ଦିନ ପରେ ବୁଦା ମୂଳରୁ ମିଳିଲା ଯୁବକଙ୍କ ମୃତଦେହ , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅନୁଗୁଳ: ଆଜି ସକାଳେ ଅନୁଗୁଳ ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମ ନିକଟରେ ଥିବା ଏକ ବୁଦା ମୂଳରୁ ଜଣେ ୩୦ ବର୍ଷୀୟ ଯୁବକ ର ମୃତଦେହ ଠାବ…