Breaking newsଅପରାଧମୁଖ୍ୟ ଖବରରାଜ୍ୟ ପୁରୀ ମେରାଇନ ଥାନା ବାଲିଘାଟ ସୁଭଦ୍ରା ନଗରରେ ହତ୍ୟାକାଣ୍ଡ ବାପା, ମାଆ, ସାନଭାଇ ଓ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ବଡ଼ପୁଅ FOCUS PLUSMarch 17, 2022 ପୁଅର କଟୁରି ଚୋଟରେ ବୃଦ୍ଧା ମାଆ ମୃତ, ଅନ୍ୟ ୩ ଗୁରୁତର ଆହତ ପରିବାରର ସବୁ ଗୁରୁତର ଆହତ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି.
ସୁସ୍ଥ ହେବା ପାଇଁ ଲୋଡ଼ା ପର୍ଯ୍ୟାପ୍ତ ନିଦ ଫୋକସ ପ୍ଲସ 17/3/23(ବ୍ୟୁରୋ): ଆଜି ବିଶ୍ୱ ଶୋଇବା ଦିବସ ବା ୱର୍ଲଡ ସ୍ଲିପ ଡେ । ଏକ ସୁଖୀ ଏବଂ ସୁସ୍ଥ ଜୀବନ ବଞ୍ଚିବା ପାଇଁ ପର୍ଯ୍ୟାପ୍ତ…
ଚାହୁଁଚାହୁଁ ଜଳିଗଲା ୪ ବଖରା ଫୋକସ ପ୍ଲସ (ସିମୁଳିଆ )୨୦/୦୬/୨୨: ସିମୁଳିଆ ବ୍ଲକ ଅଡ଼ା ପଞ୍ଚାୟତ ଅଡା ଛକ ରେ ଥିବା ହରେକୃଷ୍ଣ ବିନ୍ଧା,ନରସିଂହ ବିନ୍ଧା ଙ୍କ ଚାରିବଖରା ଘର ଜଳି ପାଉଁଶ…
ଶ୍ରୀମନ୍ଦିରରେ ଠେଲା ପେଲା ପୁରୀରେ ଭକ୍ତଙ୍କ ମଧ୍ୟରେ ଠେଲା ପେଲା। ବ୍ୟାରିକେଡ ଭାଙ୍ଗି ପଶିଲେ ଭକ୍ତ। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଜୋରଦାର ଭିଡ। ଉତ୍ତର ଦ୍ୱାର ନିକଟରେ ଭକ୍ତ ଠେଲା…