ଆଜି ବାହାରି ପାରନ୍ତି ଶ୍ରମିକ, ହୀରାକୁଦରୁ ଗଲା ମେସିନ |

ଉତ୍ତରାଖଣ୍ଡ 24/11/2023; ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ବତନ୍ତ୍ର ଅଗର ମେସିନ । ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ । ଏହି ସ୍ବତନ୍ତ୍ର…

ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ହେଲ୍ପରଙ୍କ ମୃତ୍ୟୁ |

ଖୋର୍ଦ୍ଧା24/11/2024; ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ…

ଜିଲ୍ଲା ଅବକାରୀ ବିଭାଗ ର ସୁପରିଟେଣ୍ଟେଡ଼ ଙ୍କ ବାସଭବନ ରେ ଭିଜିଲାନ୍ସ ଚଢ଼ାଉ |

ନବରଙ୍ଗପୁର24/11/2023; ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟ ଙ୍କ ଘରେ ଭିଜିଲାନ୍ସ ରେଡ଼, ନବରଙ୍ଗପୁର…

ଅନୁଗୁଳ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କର ବ୍ରୋଞ୍ଜ ପ୍ରତିମୂର୍ତ୍ତି ହେଲା ଉନ୍ମୋଚନ

ଅନୁଗୁଳ24/11/2023; ଅନୁଗୁଳ ରେ ଗୁରୁବାର ମହାନ ବିପ୍ଳବୀ, ସର୍ବୋଦୟ ନେତା, ବିଶିଷ୍ଟ ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲାସ୍ତରୀୟ ୧୨୨ତମ ଜନ୍ମ…

ବିଧାୟକ ପ୍ରତାପ ଜେନାଙ୍କ ଦ୍ୱାରା ମାହାଙ୍ଗା ବ୍ଲକ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶୁଭ ଶିଳାନ୍ୟାସ ଓ ଉଦଘାଟନ |

କଟକ,ମାହାଙ୍ଗା24/11/2023; ମାହାଙ୍ଗା ର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜି ମାହାଙ୍ଗା ବ୍ଲକର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶୁଭ…

ରୁଙ୍ଗଟା କମ୍ପାନୀର ଟ୍ରକ ମାଲିକଙ୍କୁ ପ୍ରତାରଣା |

ଢେଙ୍କାନାଳ23/11/2023; ଟ୍ରକ ମାଲିକଙ୍କ ପ୍ରତି ରୁଙ୍ଗଟା ମାଇନ୍ସ ର ବୈମାତୃକ ମନୋଭାବ ସାଙ୍ଗକୁ ପ୍ରତାରଣା ଅଭିଯୋଗ l ପୋଲିସ ନାଲି ଆଖି ଦେଖାଇ ଧାରଣା ରତ ଟ୍ରକ…

କରଣଙ୍କ ଶୋ’ରେ ସାବଧାନ ରହିବାକୁ ଲୋକମାନେ ବରୁଣ ଧାୱନଙ୍କୁ ପରାମର୍ଶ ଦେଇଥିବାର ପ୍ରକାଶ କରିଛନ୍ତି ଅଭିନେତା |

ବଲିଉଡ23/11/2023; ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ଚାଟ୍ ସୋ କଫି ସହିତ କରନ୍ ସିଜନ୍ 8 ହେଡଲାଇନରେ ରହିଛି | ଶୋ’ର ସମ୍ପ୍ରତି ଏପିସୋଡରେ…

ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା |

କଟକ(ଫୋକସପ୍ଲସ)23/11/2023; ମିଳିଲାନି କଟକର ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା । ଏନେଇ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ଆଣିଛନ୍ତି କଟକ ମେୟର ସୁବାସ ସିଂହ…

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପିର ବ୍ଲକ ଘେରାଉ |

ଛତ୍ରପୁର୨୩/୧୧/୨୩; ଛତ୍ରପୁର, ରାଜ୍ୟରେ ଚାଲିଥୁବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ପକ୍ଷରୁ ଛତ୍ରପୁର ବ୍ଲକ ଅଫିସ ଘେରାଉ କରାଯାଇଛି । ଅନୁସୂଚିତ ଜାତି ସେଲ୍ ରାଜ୍ୟ…

୪ ବର୍ଷର ଶିଶୁ ପୁତ୍ରକୁ ଅପହରଣ ଓ ହତ୍ୟା ଘଟଣା: ୨ ହତ୍ୟାକାରୀଙ୍କୁ ଗିରଫ କଲା ପୋଲିସ୍‌ |

ଟାଙ୍ଗୀ23/11/23; ଭୁଷଣ୍ଡପୁର ଫାଣ୍ଡି ଅଧିନସ୍ଥ ‘ଉଜ୍ୱଳା-ଗୋପିନୀଥପୁର’ ଗ୍ରାମରେ ଜଣେ ଶିଶୁ ପୁତ୍ରକୁ ଅପହରଣ ପରେ ହତ୍ୟା ଓ ମୃତଦେହ ଲୁଚାଇବା ଘଟଣା ବେଶ୍‌ ଆଲୋଡ଼ନ ସୃଷ୍ଟି କରିଛି।…