ଲାଇନ୍‌ଚ୍ୟୁତ ହୋଇ ଟ୍ରେନ୍‌ ଟ୍ରାକ୍‌ରୁ ବାହାରିଗଲା ୬ ବଗି

ଫୋକସ ପ୍ଲସ 15/2/23( ବ୍ୟୁରୋ): ଲାଇନ୍‌ଚ୍ୟୁତ ହେଲା ଗୋଦାବରୀ ଏକ୍ସପ୍ରେସ। ବିଶାଖାପାଟନମରୁ ସିକନ୍ଦରାବାଦ ଯାଉଥିବା ବେଳେ ଗତ ବୁଧବାର ସକାଳେ ଟ୍ରେନ୍‌ଟି ବିବିନଗରରୁ ଘାଟକେଶ୍ୱର ମଝିରେ ଲାଇନ୍‌ଚ୍ୟୁତ…

ଲିଭ୍ ଇନ୍ ପାର୍ଟନରକୁ ହତ୍ୟା କରି ଫ୍ରିଜରେ ରଖିଲା ପ୍ରେମିକ

ଫୋକସ ପ୍ଲସ 15/2/23( ବ୍ୟୁରୋ):ଦିଲ୍ଲୀରେ ପୁଣି ଏକ ବିଭତ୍ସ ହତ୍ୟା । ଶ୍ରଦ୍ଧା ହତ୍ୟା ଘଟଣାର ହେଲା ପୁନରାବୃତ୍ତି । ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜରେ…

ଅସହାୟ ବୃଦ୍ଧଙ୍କୁ ସହାୟତାର ହାତ ବଢ଼ାଇଲା ପୁଲିସ୍ ପ୍ରଶାସନ

ଫୋକସ ପ୍ଲସ 14/2/23( ବ୍ରହ୍ମପୁର):ଜୈନକ ଅସହାୟ ବୃଦ୍ଧ (୭୭) ଗତ ୨ ଦିନ ହେବ ଥଣ୍ଡା କାକରରେ ପୁରୁଣା ବସ ଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ର ଠାରେ…

କେଉଁ କାରଣରୁ ଆସିଥାଏ ଦାରିଦ୍ର୍ୟତା ଜାଣନ୍ତୁ

ଫୋକସ ପ୍ଲସ 14/2/23(ବ୍ୟୁରୋ): ଅନେକ ସମୟରେ ଆପଣ କଠିନ ପରିଶ୍ରମ ସତ୍ତ୍ୱେ ସଠିକ୍ ଫଳ ପାଆନ୍ତି ନାହିଁ। ତେଣୁ ଏହାର ଅର୍ଥ ଅଜାଣତରେ ଆପଣ ଜୀବନଶୈଳୀରେ କିଛି…

ନିଶା ଦେଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବଳାତ୍କାର

ଫୋକସ ପ୍ଲସ 14/2/23(ବ୍ୟୁରୋ): ଗୁରୁଗ୍ରାମର ଏକ ସପିଂ ମଲ୍ ପାର୍କିଂରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରୀ ଜଣକ ଅଭିଯୋଗ…

କଫିରେ ମିଶାନ୍ତୁ ଏହି ଦୁଇଟି ଜିନିଷ, କମିବ ମୋଟାପଣ

ଫୋକସ ପ୍ଲସ 14/2/23(ବ୍ୟୁରୋ): ଆପଣ ନିଜର ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି କି ? ଅନେକ ନିଜର ମୋଟାପଣକୁ ନେଇ ବିଭିନ୍ନ ଉପାୟ ଆପଣାଇଥାନ୍ତି | ମୋଟାପଣ…

ପାକିସ୍ତାନରେ ଗୋଟିଏ କପ କଫିର ଦାମ୍ ୬୫୦ ଟଙ୍କା

ଫୋକସ ପ୍ଲସ 14/2/23(ବ୍ୟୁରୋ): ଦିନକୁ ଦିନ ପାକିସ୍ତାନରେ ଅର୍ଥ ବ୍ୟବସ୍ଥା ଭୁଶୁଡିବାରେ ଲାଗିଛି | ଦୁନିଆ ଆଗରେ ନିଜର ଆର୍ଥିକ ସଙ୍କଟକୁ ନେଇ ଚର୍ଚ୍ଚାରେ ରହିଛି ପାକିସ୍ତାନ।…

ଗୁପ୍ତଚର ବେଲୁନ ଦେଖାଯିବା ପରେ ସତର୍କ ହୋଇଯାଇଛି ଆମେରିକା

ଫୋକସ ପ୍ଲସ 14/2/23(ବ୍ୟୁରୋ):ବାୟୁମଣ୍ଡଳରେ ଗୁପ୍ତଚର ବେଲୁନ ଏବଂ ସନ୍ଦେହଜନକ ଜିନିଷ ଦେଖାଯିବା ପରେ ଆମେରିକା ସରକାର ଅତ୍ୟନ୍ତ ସତର୍କ ହୋଇଯାଇଛନ୍ତି। ବିପଦକୁ ଅନୁଭବ କରି ରାଷ୍ଟ୍ରପତି ଜୋ…

ଜାଣନ୍ତୁ ଲକରର ସୁବିଧା ବିଷୟରେ

ଫୋକସ ପ୍ଲସ 14/2/23(ବ୍ୟୁରୋ): ଲକର ନେଇଥିଲେ ଆପଣଙ୍କୁ ଗୋଟିଏ ବର୍ଷରେ ଅତିକମ୍‌ରେ ଦୁଇଥର ଭିଜିଟ୍‌ କରିବାକୁ ପଡ଼ିଥାଏ। ବ୍ୟାଙ୍କରେ ଆପଣ ଲକର ସୁବିଧା ପାଉଥିଲେ ସେଥିପାଇଁ କିଛି…

ପୁଣି ବିବାହ ବନ୍ଧନରେ ବାନ୍ଧିହେବେ ନତାଶା-ହାର୍ଦ୍ଦିକ, ଉଦୟପୁରରେ ନେବେ ସାତ ଫେରା

ଫୋକସ ପ୍ଲସ 13/2/23(ବ୍ୟୁରୋ): ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ । ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ବର୍ତ୍ତମାନ ଦୁହିଁଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ…