ଆଞ୍ଚଳିକ ଖବରର ବଡ ସଫଳତା।

ଫୋକସ ପ୍ଲସ ୩/୬/୨୨(କଙ୍କଡ଼ାହାଡ଼): ଜୀବନର ପ୍ରଥମ ପାହାଚରୁ ଉଠିପାରୁନି ଲଷ୍ମୀପ୍ରିୟା ଏହି ଶିର୍ଶକ ଥାଇ ଏକ ଖବର ପ୍ରସାରଣ ହୋଇଥିଲା “ଆଞ୍ଚଳିକ ଖବର” ରେ ,ଢେଙ୍କାନାଳ ଜିଲ୍ଲା…

ଭୟାବହ ଅଗ୍ନୀକାଣ୍ଡ, ୫ ବଖରା ଘର ଭସ୍ମୀଭୂତ

ଫୋକସ ପ୍ଲସ ୩/୬/୨୨(ଯାଜପୁର):ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଯଖପୁରା ଗ୍ରାମ ପଞ୍ଚାୟତ ର ସୁଦାମ ବିଶ୍ବାଳ ଓ ସୁକାନ୍ତ ବିଶ୍ବାଳଙ୍କ ୫ବଖରା ଚାଳ ଛପର ଘର…

ଶିବ ପାର୍ବତୀ ଙ୍କ ପ୍ରତ୍ୟାବର୍ତ୍ତନ ନଗର ପରିକ୍ରମା ଓ ଶୋଭାଯାତ୍ରା ।

ଫୋକସ ପ୍ଲସ ୩/୬/୨୨(ସୁବର୍ଣ୍ଣପୁର): ସୁବର୍ଣ୍ଣପୁରରୁ ବହୁ ପ୍ରତୀକ୍ଷିତ ସୁବର୍ଣ୍ଣପୁର ର ଶୀତଳଷଷ୍ଠୀ ଯାତ୍ରା ଚଳିତ ବର୍ଷ ଆଜି ଠାରୁ ୬ତାରିଖ ପର୍ଯ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ…

ୱାର୍ଲ୍ଡ ବାଇସାଇକେଲ୍ ଡେ

ଫୋକସ ପ୍ଲସ ୩/୬/୨୨(ପାରାଦ୍ବୀପ): ଆଜି ବିଶ୍ଵ ବାଇସାଇକେଲ ଦିବସ,ଏହି ଅବସରରେ ବନ୍ଦର ନଗରୀ ପାରାଦୀପ ରେ ପାଳିତ ହୋଇଛି ବିଶ୍ଵ ବାଇସାଇକଲ ଦିବସ, ଏହି ଦିବସ ପାରାଦ୍ବିପରେ…

ଜଙ୍ଗଲୀ ମାଂସ ଭାବି ଗଂଜେଇ ବ୍ୟାଗ ମାଡ଼ି ବସିଲା ବନ ବିଭାଗ

ଫୋକସ ପ୍ଲସ ୩/୬/୨୨(ନୟାଗଡ଼):ନୟାଗଡ଼ ଜିଲ୍ଲା ଓଡଗାଁ ବନାଞ୍ଚଳ ଅନ୍ତର୍ଗତ ବାହାଡାଝୋଲା ସେକ୍ସନ ର ଫରେଷ୍ଟ ର ଶ୍ରୀ. ସନାତନ ସ୍ୱାଇଁ ନିଜର ଫରେଷ୍ଟ ସ୍କ୍ୱାର୍ଡ ଙ୍କୁ ନେଇ…

ଜୁନ୍ ୫ ରେ ଆସୁଛନ୍ତି ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟେକର।

ଫୋକସ ପ୍ଲସ ୩/୬/୨୨(ଥୁଆମୂଳ): ଦେଶର ବିଶିଷ୍ଟ ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟେକରଙ୍କ ଜୁନ୍ ୫ରେ ଥୁଆମୂଳ ରାମପୁର ଗସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିବା ବେଳେ ଏହାକୁ…

ଏଟିଏମ ତାଡି ଲୁଟିଲେ ଦୁର୍ବୁତ୍ତ

ଫୋକସ ପ୍ଲସ ୩/୬/୨୨(କେନ୍ଦ୍ରାପଡ଼ା):ଗତକାଲି ବିଳମ୍ବିତ ରାତିରେ ରାଜକନିକା ଏସ ଏନ କଲେଜ ରେ ଥିବା ଏସ ବି ଆଇ ଏଟିଏମ ତାଡିଲେ ଦୁର୍ବୁର୍ତ୍ତ। ଟଙ୍କା ନେବାରେ ହେଲେ…

ଧାରଣାରେ ବସିଲେ ସାମ୍ବାଦିକ

ଫୋକସ ପ୍ଲସ ୩/୬/୨୨(ସିମୁଳିଆ): ବର୍ତ୍ତମାନ ଏକ ଖବର ଆସି ପହଂଚୁଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ରୁ ପଂଚାୟତ ସମିତି ବୈଠକ ଚାଲୁଥିବା ସମୟରେ ସାମ୍ବାଦିକ ଦେଲେ ଧାରଣା।ସିମୁଳିଆ…

ଅସହାୟ ଅବସ୍ଥାରେ ବିକଳାଙ୍ଗ ଯୁବତୀ

ଫୋକସ ପ୍ଲସ ୩/୬/୨୨(ବୋରିଗୁମ୍ମା): ବିକଳାଙ୍ଗ ଯୁବତୀଙ୍କ ବିକଳାଙ୍ଗ ଭତା କାଟିଦେଲେ ସରକାର | ଦୀର୍ଘ ୨ବର୍ଷ ହେବ ବିକଳାଙ୍ଗ ଭତ୍ତା ନ ପାଇ ଅସହାୟରେ ଜୀବନ କାଟୁଛନ୍ତି…

ପାଣିପାଇଁ ଡହଳବିକଳ ଗ୍ରାମବାସୀ

ଫୋକସ ପ୍ଲସ ୩/୬/୨୨(ଅନୁଗୁଳ): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ଆମ୍ବସରମୁଣ୍ଡା ପଞ୍ଚlୟତ ର ହେଡ କ୍ୱାଟର ଆମ୍ବସରମୁଣ୍ଡା ଗ୍ରାମରେ ପାଣିର ଅଭାବ ଏପରି ଦେଖାଦେଇଛି…