Breaking newsଅପରାଧ Breaking news:ଯୁବତୀଙ୍କୁ ଛୁରା ମାଡ଼! Sukanta NayakJanuary 6, 2025 କଟକ ମାଣିକ ଘୋଷ ବଜାରରେ ଛାତ୍ରୀଙ୍କୁ ଛୁରାମାଡ଼ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଛୁରାମାଡ଼ କରି ଯୁବକ ଫେରାରଗୁରୁତର ଛାତ୍ରୀ କଡ଼କ ବଡ଼ ମେଡିକାଲକୁ ସ୍ଥାନାନ୍ତରିତଆକ୍ରମଣର କାରଣ ଅସ୍ପଷ୍ଟ, ପୁରୀଘାଟ ପୋଲିସର ତଦନ୍ତ ଜାରି
କୂଅରୁ ଉଦ୍ଧାର ଜଙ୍ଗଲୀ ବାରହା ଫୋକସ ପ୍ଲସ ୧୫/୬/୨୨(କାମାକ୍ଷାନଗର): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କାନପୁରା ଗାଁରୁ ଏକ ଜଙ୍ଗଲୀ ବାରହାକୁ ଉଦ୍ଧାର କରାଯାଇଛି । ଜଙ୍ଗଲୀ ବାରହାଟି ଖାଦ୍ୟ…
କଣ୍ଠଶିଳ୍ପୀ ଅସୀମା ପଣ୍ଡା ଗାଉଥିଲେ ଗୀତ, ଗୀତ ଅଧାରୁ ଷ୍ଟେଜ ରୁ ଓଲ୍ହାଇ ଦେଲା ପୋଲିସ! ସମୟ କଟକଣାକୁ ନେଇ କଟକ ବାଲିଯାତ୍ରାରେ ଅପ୍ରୀତିକର ଘଟଣା •ଓଲିଉଡ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା ପୋଲିସ•ଗୀତ ଅଧାରୁ ଅସୀମାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା…