କରଞ୍ଜିଆ: ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁ
କରଞ୍ଜିଆ: ବାଇକ୍ ଦୁର୍ଘଟଣାରେ ଯଶୀପୁର ମଠ ମହନ୍ତଙ୍କ ମୃତ୍ୟୁ-ଯଶୀପୁର ମଠର ମହନ୍ତ ସ୍ଵାମୀ ଅଭୟାନନ୍ଦ ସରସ୍ଵତୀଙ୍କ ଦୁଃଖଦ ମୃତ୍ୟୁ-କରଞ୍ଜିଆ ନିକଟ ସାହାରପଡ଼ା ନିକଟରେ 2 ବାଇକ ଧକ୍କାରେ…
Breaking And Latest News Of Odisha
କରଞ୍ଜିଆ: ବାଇକ୍ ଦୁର୍ଘଟଣାରେ ଯଶୀପୁର ମଠ ମହନ୍ତଙ୍କ ମୃତ୍ୟୁ-ଯଶୀପୁର ମଠର ମହନ୍ତ ସ୍ଵାମୀ ଅଭୟାନନ୍ଦ ସରସ୍ଵତୀଙ୍କ ଦୁଃଖଦ ମୃତ୍ୟୁ-କରଞ୍ଜିଆ ନିକଟ ସାହାରପଡ଼ା ନିକଟରେ 2 ବାଇକ ଧକ୍କାରେ…
ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର-ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରୁ ମିଳିଲା ମୃତଦେହ-ଛାତ ଉପରେ ଥିବା ଆଜବେଷ୍ଟସ୍ ଘରୁ ମିଳିଲା ଯୁବକଯୁବତୀଙ୍କ ମୃତଦେହ-ପୋଲିସ ପହଞ୍ଚିବା ବେଳକୁ ଘର ଖୋଲାଥିବା…
ବୌଦ୍ଧ (ଫୋକସ ପ୍ଲସ )ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା ନକୁଆନାଳି ଗ୍ରାମର ଲକି ସ୍ୱାଇଁ ଓ ଲକ୍ଷ୍ମୀପ୍ରସାଦ ଗ୍ରାମର ନିତ୍ୟାନନ୍ଦ ଜଟି ଏକ ବାଇକ ଯୋଗେ…
ପ୍ରକାଶ ଯେ, ଟାଙ୍ଗୀରୁ ଓଆର-୦୫-ଏଏସ-୬୧୨୫ ପିକଅପରେ ପାରାଦୀପ ଗଡ଼ ମଦକାଉଣ୍ଟରର ମଦ ବୋଝେଇହୋଇ ଆସୁଥିଲା l ଏହି ଗାଡ଼ିର କୁଜଙ୍ଗ କୃଷିଫାର୍ମ ନିକଟରେ କିଛି ଯାନ୍ତ୍ରିକ ତ୍ରୁଟି…
ପୁରୀ ଜଗନ୍ନାଥ ଷ୍ଟାଡିୟମ ପାଚେରୀକୁ ବୋମାମାଡ଼
କୋରାପୁଟ ଜୟପୁର ବ୍ରାହ୍ମଣୀ ଗାଁରେ ମର୍ମନ୍ତୁଦ ଦୁର୍ଘଟଣାଅଟୋରେ ଥିଲେ ୧୩ ଯାତ୍ରୀ, ଜଣଙ୍କ ମୃତ୍ୟୁ ଓ ୩ ଗୁରୁତରସମସ୍ତ ଗୁରୁତରଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଭୁବନେଶ୍ଵର: ବିଦ୍ୟୁତ୍ ଖୁଣ୍ଟକୁ ପିଟି ଡିଭାଇଡରକୁ ଚଢିଗଲା କାର୍, ଦୁଇ ଗୁରୁତର। ଡମଣା ଛକ ଅଶ୍ଵିନୀ ହସ୍ପିଟାଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ ଗତକାଲି…
ପ୍ରୟାଗରାଜର ସଙ୍ଗମସ୍ଥଳରେ ବୁଡ଼ ପକାଇବା ପାଇଁ ପ୍ରତିଯୋଗିତା ଭିତରେ ଦଳଚକଟା । ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହତଙ୍କ ଚାଲିଛି ଚିକିତ୍ସା । ପ୍ରଧାନମନ୍ତ୍ରୀ ମୋଦି,…
ଘଟଣାରେ ଦୁଃଖ ପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ-ମୃତକଙ୍କ ପରିବାରକୁ ୨ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା-ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସୂଚନା…
ସୂଚନା ଅନୁସାରେ ଆଜି ଅପରାହ୍ଣରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି)ର ଏକ ଯାତ୍ରୀବାହୀ ବସ୍ ବାରିପଦାରୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଭିମୁଖେ ବାହାରି ଥିଲା।…
ଗତ ୧୬ ତାରିଖ ଅପରାହ୍ନ ସାଢେ ୫ଟାରେ କାରଖାନାର ୟୁନିଟ-୨ ତାପଜ ବିଦ୍ୟୁତ ପ୍ରକଳ୍ପ (ପାୱାର ପ୍ଲାଣ୍ଟ)ର ୨ଟି କୋଲ୍ ହପର ଭୁଶୁଡ଼ି ପଡ଼ିଥିଲା । ଟନ୍…
କଳାହାଣ୍ଡି ଜୁନାଗଡ଼ ନିକଟରେ ଜଳିଗଲା ବସ୍ବଲଦିଆମାଲ ଛକରେ ଜଳିଗଲା ଘରୋଇ ବସ୍ !ନିଆଁ ଲାଗିବା ପୂର୍ବରୁ ସମସ୍ତ ଯାତ୍ରୀ ଉଦ୍ଧାର ହେଲେସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସବୁ ଯାତ୍ରୀ…