ବଡଦାଣ୍ଡରେ ମହାପ୍ରଭୁଙ୍କ ସହ ଫଗୁ ଖେଳିଲେ ଭକ୍ତ
ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ଭକ୍ତ: ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସୃଷ୍ଟି ହେଲା ଆଧ୍ୟାତ୍ମିକ ପରିବେଶ । ମହାପ୍ରଭୁଙ୍କ ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ସଂକୀର୍ତ୍ତନ ସହ ବେଦପାଠ।…
Breaking And Latest News Of Odisha
ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ଭକ୍ତ: ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସୃଷ୍ଟି ହେଲା ଆଧ୍ୟାତ୍ମିକ ପରିବେଶ । ମହାପ୍ରଭୁଙ୍କ ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ସଂକୀର୍ତ୍ତନ ସହ ବେଦପାଠ।…
ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲ୍ଲଭ ସୁନାବେଶ
ପବିତ୍ର ଜାଗର ଆଜି । ଏଥିପାଇଁ ସାରା ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ସକାଳୁ ସକାଳୁ ହିଁ ଶିବ ମନ୍ଦିରରେ ଭକ୍ତଙ୍କ ଗହଳି ଚହଳି…
ଧର୍ମ ଅଧ୍ୟାତ୍ମ ବେଲପତ୍ରର ମହତ୍ତ୍ୱ – ଜଳପ୍ରିୟ ଶିବଙ୍କର ପୂଜା ବେଲପତ୍ର ବିନା ସମ୍ପନ୍ନ ହୁଏ ନାହିଁ – ବେଲପତ୍ର ଅର୍ପଣ କରି ପୂଜା କଲେ ଯଥାଶୀଘ୍ର…
ଭୁବନେଶ୍ଵର : ଅଶୋକାଷ୍ଟମୀ ରଥଯାତ୍ରା ପାଇଁ ଶ୍ରୀପଞ୍ଚମୀ ଦିନ ଶ୍ରୀଲିଙ୍ଗରାଜଙ୍କ କାଠ ଅନୁକୂଳ ହୋଇଥାଏ। ଚଳିତବର୍ଷ ସରସ୍ଵତୀ ପୂଜା ଫେବୃଆରୀ ୨ କିମ୍ବା ୩ରେ ପାଳନ ହେବ…
ବରଗଡ଼ରେ ଆରମ୍ଭ ହେଉଛି ୧୧ ଦିନିଆ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାମଥୁରାନଗରୀରେ ପୁଣି ଶୁଭିବ ମହାରାଜ କଂସଙ୍କ ଅଟ୍ଟହାସ୍ୟକଂସ ଦରବାରରେ ନାଚିବେ ୧୫୦ରୁ ଅଧିକ ସାଂସ୍କୃତିକ ଦଳଜାତୀୟ ଓ ଅନ୍ତର୍ଜାତୀୟ…
ସୂଚନା ଦେଲେ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଯାତ୍ରାରେ ଅପ ସଂସ୍କୃତି ଆରମ୍ଭ ହୋଇଛି’ ଖୁବଶୀଘ୍ର ଆଇନ ଆସିବାକୁ ଯାଉଛି’`ଅଶ୍ଳୀଳତା ପାଇଁ ଦର୍ଶକ ମାନେ ମଧ୍ୟ ଦାୟୀ’
ପୁଣି ବିବାଦରେ ମନ୍ଦିର ପ୍ରସାଦ। ପ୍ରସାଦରୁ ବାହାରିଲା ପୋକ। ତିରୁପତି ମନ୍ଦିରର ପ୍ରସାଦକୁ ନେଇ ଥମୁନି ବିବାଦ। ପ୍ରସାଦ ଲଡ଼ୁରେ ଅପମିଶ୍ରିତ ଘିଅ ଓ ପଶୁ ଚର୍ବି…
ଭୁବନେଶ୍ୱର : ଚଳିତ ବର୍ଷ ଦଶହରାକୁ ନେଇ ଗାଁ ଠୁ ସହର ସବୁଠି ଚଳଚଞ୍ଚଳ ଥିବାବେଳେ କଟକ ହାଇକୋର୍ଟ ଦେଇଛନ୍ତି ବଡ ନିର୍ଦ୍ଦେଶ। ଏଥର କଟକରେ ରାବଣ…
ମାଆ ଦୁର୍ଗାଙ୍କ ନଅଟି ରୂପ… ନବରାତ୍ରୀ ସମୟରେ ମା ଦୁର୍ଗାଙ୍କ ୯ ଅବତାର ପୂଜା କରାଯାଏ। *ଶୈଳପୁତ୍ରୀ*ବ୍ରହ୍ମଚାରିଣୀ*ଚନ୍ଦ୍ରଘଣ୍ଟା*କୁଷ୍ମାଣ୍ଡା*ସ୍କନ୍ଦମାତା*କାତ୍ୟାୟନୀ*କାଳରାତ୍ରୀ*ମହାଗୌରୀ*ସିଦ୍ଧିଦାତ୍ରୀ
ଭୁବନେଶ୍ୱର: ଆଉ ଦିନ କେଇଟାକୁ ଅପେକ୍ଷା । ଧରାବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । ଆଜିଠୁ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହେଉଛି ନବରାତ୍ର ପୂଜା । ନବ ଦିନାତ୍ମକ…
ଆଶ୍ୱିନ ମାସର ଅମାବାସ୍ୟା ତଥା ପିତୃପକ୍ଷର ଶେଷ ଦିନ। ଆଶ୍ୱିନ ମାସର ଅନ୍ଧାର ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ଅଛି। ଯଦି କିଏ ଦେଇପାରିନଥିବ,…