ସଂସ୍କୃତି ଆଜିଠୁ କମ୍ପିବ ମଥୁରା ନଗରୀ ବରଗଡ଼ Sukanta NayakJanuary 3, 2025 ବରଗଡ଼ରେ ଆରମ୍ଭ ହେଉଛି ୧୧ ଦିନିଆ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାମଥୁରାନଗରୀରେ ପୁଣି ଶୁଭିବ ମହାରାଜ କଂସଙ୍କ ଅଟ୍ଟହାସ୍ୟକଂସ ଦରବାରରେ ନାଚିବେ ୧୫୦ରୁ ଅଧିକ ସାଂସ୍କୃତିକ ଦଳଜାତୀୟ ଓ ଅନ୍ତର୍ଜାତୀୟ ଦଳର ୫ ହଜାର କଳାକାର ନାଚିବେ
୧.୫୧ କୋଟି ଟଙ୍କାର ନୋଟରେ ସଜାଗଲା ‘ଉଦୟପୁର ଚା ରାଜା’ ଉଦୟପୁର: ଗଣେଶ ଚତୁର୍ଥୀ 27 ଅଗଷ୍ଟରୁ ଆରମ୍ଭ ହୋଇଛି ଏବଂ ଏହି ଉତ୍ସବ 6 ସେପ୍ଟେମ୍ବର, ଶନିବାର ଦିନ ଶେଷ ହେବ । ପ୍ରତିବର୍ଷ ଭାଦ୍ର ମାସର…
ଆମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ପ୍ରସ୍ତୁତି ବୈଠକ l ଗଣିଆ ୨୨/୧୧(ଫୋକସ ପ୍ଲସ) ଗଣିଆ ବ୍ଲକ ପୁରାଣପ୍ରସିଦ୍ଧ ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ଗଣିଆ ବ୍ଳକ ସଦଭାବନା ଗୃହ ପରିସରରେ ମଙ୍ଗଳବାର ସଂନ୍ଧ୍ୟାରେ ବ୍ଳକସ୍ତରୀୟ ପ୍ରସ୍ତୁତି ବୈଠକ…
ଜାଗରରେ ଚଳ ଚଂଚଳ ହେବ ଶ୍ରୀଲୋକନାଥ ପୀଠ ଫୋକସ ପ୍ଲସ 12/02/2023( ବ୍ୟୁରୋ):ଏଥର ଜାଗରରେ ସଜେଇ ହେଲାଣି ଶ୍ରୀ ଲୋକନାଥ ପୀଠ |ଭୋର ୩ଟା ପରେ ଉଠିବ ମହାଦୀପ ଏବଂ ଭୋର ୪ଟାରୁ ପ୍ରଭୁଙ୍କ ଦର୍ଶନ…