Category: ଖେଳ
ପୁତ୍ର ସନ୍ତାନ ଜନ୍ମ ଦେଲେ ପତ୍ନୀ ହେଜଲ କୀଚ୍ : ଯୁବରାଜ ସିଂହ
ନୂଆଦିଲ୍ଲୀ : ଯୁବରାଜ ମଙ୍ଗଳବାର ଟୁଇଟ୍ କରି ଲେଖିଛନ୍ତି ଯେ, ସମସ୍ତ ପ୍ରଶଂସକ, ପରିବାର ଓ ବନ୍ଧୁଙ୍କ ପାଇଁ କହୁଛି ଯେ, ଭଗବାନ ଆଜି ଆମକୁ…
କୋଲ୍କାତା ମଇଦାନର ‘ଜୋସ୍ ମରିନୋ’ ଆଉ ନାହାନ୍ତି
କୋଲ୍କାତା: କୋଲ୍କାତାର ‘ଜୋସ୍ ମାରିନୋ’ ଭାବେ ପରିଚିତ ସୁବାଷ ଭୌମିକ୍ ଆଉ ନାହାନ୍ତି। ଏହି କିଂବଦନ୍ତି ପୂର୍ବତନ ଭାରତୀୟ ଫୁଟ୍ବଲର୍ ଏବଂ ଚର୍ଚ୍ଚିତ ପ୍ରଶିକ୍ଷକ ଦୀର୍ଘ ଦିନର…
ଖୋର୍ଦ୍ଧା ଜିଲ୍ଲା ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଆରମ୍ଭ: ପ୍ରଥମ ଦିନ ଗଜୁଲାଙ୍କୁ ୨ ସ୍ବର୍ଣ୍ଣ
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଶନିବାରଠାରୁ ଉତ୍କଳ କରାଟେ ସ୍କୁଲ୍ ପରିସରରେ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ କ୍ଲବ୍, ଜିମ୍ ଓ…
କେପଟାଉନ୍ରେ ମୂଳପୋଛ ଆଶଙ୍କା: ଆଜି ତୃତୀୟ ଦିନିକିଆ, ସଂରକ୍ଷିତ ଖେଳାଳିଙ୍କୁ ମିଳିପାରେ ସୁଯୋଗ
କେପଟାଉନ୍: ପାର୍ଲରେ ଖେଳାଯାଇଥିବା ପ୍ରଥମ ଦୁଇ ଏକଦିବସୀୟ ମ୍ୟାଚ୍କୁ ହାରିବା ପରେ କେପଟାଉନ୍ରେ ଭାରତୀୟ କ୍ରିକେଟ୍ ଦଳ ଲଜ୍ଜାଜନକ ଭାବେ ମୂଳପୋଛ ହେବା ଦ୍ବାର ଦେଶରେ ରହିଛି।…
ପରେଶ ପଟେଲଙ୍କ ଅବସର
କଟକ: ବାମହାତୀ ଅଲରାଉଣ୍ତର ପରେଶ ପଟେଲ ଶନିବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘଦିନ ଧରି ଓଡ଼ିଶା ରଣଜୀ ଦଳର ସେବା କରିଥିବା ପରେଶ…
ରୁବ୍ଲେଭ୍ ବିଦା: ଚତୁର୍ଥ ରାଉଣ୍ଡରେ ମେଦ୍ଭେଦେଭ୍ ଓ ସାବାଲେଙ୍କା
ମେଲ୍ବର୍ଣ୍ଣ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ଶନିବାର ଷଷ୍ଠ ଦିବସରେ ବିଶ୍ବ ମାନ୍ୟତାର ଦ୍ବିତୀୟ ଡାନିଲ ମେଦ୍ଭେଦେଭ୍ ପୁରୁଷ ଏକକ ଏବଂ…
ଭାରତରେ ଆଇପିଏଲ୍ ୨୦୨୨: ବିନା ଦର୍ଶକରେ ମାର୍ଚ୍ଚ ୨୭ରୁ ଆରମ୍ଭ ହୋଇପାରେ
ମୁମ୍ବାଇ: ଆଇପିଏଲ୍ର ପରବର୍ତ୍ତୀ ସଂସ୍କରଣ ଭାରତରେ ହେବ। କରୋନା ସଙ୍କଟ ସଂପୂର୍ଣ୍ଣ ଦୂର ହୋଇନଥିଲେ ମଧ୍ୟ ଆଇପିଏଲ୍ ୨୦୨୨କୁ ଘରୋଇ ପରିବେଶରେ କରିବାକୁ ବିସିସିଆଇ ଏକପ୍ରକାର ନୀତିଗତ…
