ଅବସରପ୍ରାପ୍ତ ଶିକ୍ଷାବିତ୍ ଜ୍ଞାନେନ୍ଦ୍ର ଚୌଧୁରୀ ଙ୍କ ପରଲୋକ ରେ ଶୋକ।

ଫୋକସ ପ୍ଲସ 15/5/22 (ମୟୁରଭଞ୍ଜ):ରାଇରଙ୍ଗପୁର ସହର ସନ୍ନିକଟ ବିକାଶ ନଗର ବସ୍ତି ରେ ଥିବା ନିଜ ବାସଭବନ ରେ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ୍ ଜ୍ଞାନେନ୍ଦ୍ର ଚୌଧୁରୀ (୯୫)…

ହ୍ୟୁମାନ କେୟାର ଫାଉଣ୍ଡେସନ ତରଫରୁ ଅଗ୍ନି ବିପନ୍ନ ପରିବାରକୁ ସହାୟତା I

ଗତକାଲି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଗତକାଲି ଦିନ ୧୧ଟା…

ସୁନ୍ଦରଗଡର କର୍ଲା ପଞ୍ଚାୟତ ବାସୀଙ୍କ ପାଇଁ ଆସିବ ଖୁସିର ଦିନ ।

ସଦର ବ୍ଲକ ଅନ୍ତର୍ଗତ କର୍ଲା ପଞ୍ଚାୟତର ଅଧିବାସୀ ମାନଙ୍କ ଆୟ ଓ ଜୀବନ ଜୀବିକା ନିର୍ଭର କରେ କୃଷି ଉପରେ । କିନ୍ତୁ ଏହି ଅଞ୍ଚଳରେ ଲୋକଙ୍କ…

ସରକାରୀ ଚାଉଳ କୁ ଚଳୁ କରୁଛନ୍ତି ଠିକାଦାର…..

କମଳ ମତି ପିଲାଙ୍କ ପେଟକୁ ନାତ ମାରୁଛନ୍ତି ଠିକାଦାର , ମିଳିମିଶି ଚଳୁ କରୁଛନ୍ତି ମଧ୍ୟାନ୍ନ ଚାଉଳ…… ତାଳଚେର ର ବିଭିର୍ଣ୍ଣ ସ୍କୁଲରେ ଯୋଗାଉଥିବା ପିଡିସି ଚାଉଳର…

ଅସରାଏ ବର୍ଷାରେ ପାରଳା ପୌରପରିଷଦ କାର୍ଯ୍ୟାଳୟ ପାଶ୍ୱର୍ର ଚିତ୍ର

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ସ୍ୱଚ୍ଛତା ଅଭିଯାନକୁ ଆଜି ଅସରାଏ ବର୍ଷା ପଦାରେ ପକାଇଦେଇଛି । ଚିତ୍ରଟିକୁ ଦେଖିଲ ସ୍ପଷ୍ଟଭାବେ ବାରି ହେଉଛି ଯେ,…

ପରୀକ୍ଷା ଖରାପ ହେବାରୁ ସୋଇସାଇଡ଼ ନୋଟ ଲେଖି ଛାତ୍ରଙ୍କ ଆତ୍ମହତ୍ୟା

ଯୁକ୍ତ ଦୁଇ ପରୀକ୍ଷା ଖରାପ ହେବାରୁ ସୋଇସାଇଡ଼ ନୋଟ ଲେଖି ଛାତ୍ରଙ୍କ ଆତ୍ମହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ…

ବିଚାରାଧୀନ କଏଦୀ ମୃତ୍ୟୁ ।

ଫୋକସ ପ୍ଲସ 10/5/22 (ମୟୁରଭଞ୍ଜ): ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା…

କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା 70 କିଲୋ ଗଞ୍ଜେଇ ଜବତ

ଫୋକସ ପ୍ଲସ 10/5/22 (କନ୍ଧମାଳ):ଗତକାଲି ଫୁଲବାଣୀ ଠାରୁ ଅନୁଗୁଳ ଜିଲ୍ଲା କୁ ଆମ୍ବୁଲାନ୍ସ ଯୋଗେ ଚୋରା ଗଞ୍ଜେଇ ଚାଲାଣ ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ଫୁଲବାଣୀ…