କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ଯବସ୍ଥା ନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଭେଟିଲେ ଏନଏସି ଅଧ୍ୟକ୍ଷ
ଫୋକସ ପ୍ଲସ ୩୧/୫/୨୨(କୋଦଳା): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ରହିଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଛି ଅବ୍ଯବସ୍ଥା। ଏହି ସ୍ବାସ୍ଥ୍ୟ କେନ୍ଦ୍ରଟି ଆଇପିଏଚ୍ ଷ୍ଟାଣ୍ଡାର୍ଡ…
