ପେଟ୍ରୋଲ ପମ୍ପରେ କଳାବଜାରୀ ଅଭିଯୋଗ

ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ୍ ରେଙ୍ଗାଲବେଡ଼ାସ୍ଥିତ ଏକ ପେଟ୍ରୋଲ ପମ୍ପକୁ ନେଇ ଗୁରୁତର ଅଭିଯୋଗ ଆସିଛି। ଦିନବେଳେ ସାଧାରଣ ଗ୍ରାହକଙ୍କୁ ତେଲ ନାହିଁ ବୋଲି ଫେରାଇ ଦିଆଯାଉଥିବା…