ବାଲେଶ୍ୱର ରେ ଲାଗୁ ହେଉଛି “ଜିରୋ ଟୋଲରାନ୍ସ”

ବାଲେଶ୍ୱର ଅଞ୍ଚଳରେ ବଢୁଥିବା ଅପରାଧ ଏବଂ ବେଆଇନ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ଡିଜିଙ୍କ…