ରାଷ୍ଟ୍ରପତି ମୁର୍ମୁ ନିର୍ମଳା ସୀତାରମଣଙ୍କୁ ବଜେଟ ଉପସ୍ଥାପନ ପୂର୍ବରୁ ଆଶୀର୍ବାଦ କଲେ।

ଆଜି ସଂସଦରେ ଉପସ୍ଥାପତି ହେବ ପୂର୍ଣ୍ଣାଙ୍ଗ ବଜେଟ୍‌। ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଟିମ୍‌ ସହିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ବଜେଟର…

ସରସ୍ବତୀ ପୂଜା ତାରିଖକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ!କିଏ କହୁଛି ୨, ଆଉ କିଏ ୩!

ସ୍ବରସ୍ବତୀ ପୂଜାକୁ ନେଇ ସୃଷ୍ଟି ହୋଇଥିଲା ଦ୍ବନ୍ଦ୍ବ । କିଛି ପଞ୍ଜିକାରେ ଫବୃଆରୀ ଦୁଇ ତାରିଖ ଉଲ୍ଲେଖ ଥିବା ବେଳେ କିଛି ପଞ୍ଜିକାରେ ତିନି ତାରିଖ ।…

ପିପିଲି: ଡେଲାଙ୍ଗ ହରିରାଜପୁରରେ ବୋମାମାଡ଼, ୨ ଅଟକ ସୂଚନା।

ପିପିଲି: ଡେଲାଙ୍ଗ ହରିରାଜପୁରରେ ବୋମାମାଡ଼-ଦୁଇ ପରିବାର ମଧ୍ୟରେ ବିବାଦରୁ ଘର ଆଗରେ ବୋମାମାଡ଼-ବୋମା ମାଡ଼ରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା-ରାସ୍ତାରେ ପଥର ଗଦାଇବାକୁ ନେଇ…

ଦୁର୍ଘଟଣା ଘଟିବା ପରେ ବସ୍‌ରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି

ସୂଚନା‌ ଅନୁସାରେ ଆଜି ଅପରାହ୍‌ଣରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି)ର ଏକ ଯାତ୍ରୀବାହୀ ବସ୍‌ ବାରିପଦାରୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଭିମୁଖେ ବାହାରି ଥିଲା।…

ଆସନ୍ତା କାଲିଠୁ ଜାତୀୟ ଖଣିମନ୍ତ୍ରୀ ବୈଠକ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା।

କୋଣାର୍କରେ ହେବ ତୃତୀୟ ଜାତୀୟ ଖଣି ମନ୍ତ୍ରୀଙ୍କ ସମ୍ମିଳନୀଜାନୁଆରୀ 20-21 ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ ସମ୍ମିଳନୀଖଣି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହେବ ଦୁଇ…

କାଲିଠୁ 2 ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପାଦ ଆଗେଇବ ଓଡ଼ିଶାକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବ MoUଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ନେଇ MoUକାଲି ଦିଲ୍ଲୀ…

ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ବସ୍‌

କଳାହାଣ୍ଡି ଜୁନାଗଡ଼ ନିକଟରେ ଜଳିଗଲା ବସ୍‌ବଲଦିଆମାଲ ଛକରେ ଜଳିଗଲା ଘରୋଇ ବସ୍ !ନିଆଁ ଲାଗିବା ପୂର୍ବରୁ ସମସ୍ତ ଯାତ୍ରୀ ଉଦ୍ଧାର ହେଲେସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସବୁ ଯାତ୍ରୀ…

ଖଣି ବ୍ୟବସାୟୀଙ୍କ ଘରେ EDରେଡ୍

ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ରେଡ୍ଭୁବନେଶ୍ୱର, ଢେଙ୍କାନାଳ ସମେତ ୧୪ଟି ସ୍ଥାନରେ ଚଢ଼ାଉବେଆଇନ ଅର୍ଥ କାରବାର ନେଇ ଚଢ଼ାଉ କରୁଛି EDଚଢ଼ାଉ ବେଳେ ଟଙ୍କା କାରବାରର ଗୁରୁତ୍ୱପୂର୍ଣ୍ଣ…

ଭୂମକମ୍ପ ନେଲା ଜୀବନ। 

ଆଜି ସକାଳୁ ନେପାଳ ଓ ତିବ୍ଦତ ସୀମାରେ ଭୟଙ୍କର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଲଗାତର ୬ଟି ଭୂମିକମ୍ପ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା ନେପାଳର ଲୋବୁଚେ।…

ମନୋଜ କୁମାର ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ମନୋଜ କୁମାର ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଅରିନ୍ଦମ ଡାକୁଆଙ୍କ ସ୍ଥାନରେ ମନୋଜ କୁମାର ସାହୁଙ୍କୁ ନିଯୁକ୍ତିସାଧାରଣ ପ‍୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି2006…

ଆସନ୍ତା ୮ ତାରିଖ ଭୁବନେଶ୍ୱର ଆସିବେ ମୋଦି।

ରାଜଧାନୀରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ ତାରିଖ ରାତି ୮ଟାରେ ବିମାନବନ୍ଦରରେ ଅବତରଣ କରିବେ। ୯…