ଆସନ୍ତା କାଲି ପବିତ୍ର ଅକ୍ଷୟ ତୃତୀୟା
ଶୁଭାରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟଏହାରି ଭିତରେ ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥ କାଠବୌଦ୍ଧରୁ ଆସି ପହଞ୍ଚିଛି ୨୮ ଖଣ୍ଡ କାଠଏଥିରେ ରହିଛି ୧୬ଟି ଧଉରା…
Breaking And Latest News Of Odisha
ଶୁଭାରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟଏହାରି ଭିତରେ ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥ କାଠବୌଦ୍ଧରୁ ଆସି ପହଞ୍ଚିଛି ୨୮ ଖଣ୍ଡ କାଠଏଥିରେ ରହିଛି ୧୬ଟି ଧଉରା…
ବୟାନ ଗଣମାଧ୍ୟମରେ ପ୍ରକାଶିତ ହେବା ଏବଂ ନିଜ ଦଳର ନେତାଙ୍କ ସମେତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସମାଲୋଚନା କରିବା ପରେ ସୁଲତା ଦେଓ କ୍ଷମା ପ୍ରାର୍ଥନା କରିଛନ୍ତି।…
ରାଷ୍ଟ୍ରପତି ଭବନରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା-ରାଷ୍ଟ୍ରପତିଙ୍କୁ ଭେଟିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର-ସର୍ବଦଳୀୟ ବୈଠକ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ-ରାଷ୍ଟ୍ରପତିଙ୍କୁ…
ବିଜେପି ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁଗଣମାଧ୍ୟମରେ ଖାଲି ହତ୍ୟାର ଖବର: ଅରୁଣ ସାହୁ‘ଅପରାଧୀ ଜାଣିଲେଣି ଏହା ଦୁର୍ବଳ ସରକାର ତେଣୁ ମାନୁନାହାନ୍ତି’‘୮୦ ଦାଦନ ଶ୍ରମିକଙ୍କ…
ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ ମେଡିକାଲ କଲେଜ। ୪ ଟି ନୂଆ ମେଡିକାଲ କଲେଜ୍ ପ୍ରତିଷ୍ଠା ପାଇଁ ଚଳିତ ବର୍ଷ…
ଆଜିଠାରୁ ଓଡ଼ିଶାରେ ଆୟୁଷ୍ମାନ ଭାରତର ଲାଗୁ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା। ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା। ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ସୁଫଳ ଆଜିଠାରୁ ମୋର…
ଆଇଏଏସ ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର। ୧୯୮୬ ମସିହାର ଆଇଏଏସ୍ ଅଫିସର ମନୋଜ କୁମାର । ପୂର୍ବରୁ ବିଭିନ୍ନ ବିଭାଗରେ ନିଜର…
ମେ’ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଗ୍ରେସ୍ ମାର୍କ ସମ୍ପର୍କରେ ନିଷ୍ପତ୍ତି ନେବ ପରିଚାଳନା କମିଟି
ଓଡ଼ିଶାର ୨ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରିପ୍ରକଳ୍ପରେ ବିନିଯୋଗ ହେବ ୫ ହଜାର ୧୦୪ କୋଟି ଟଙ୍କାପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନଙ୍କ କୃତଜ୍ଞତା
କଟକ: ଦୋଳମୁଣ୍ଡାଇର ଏକ ସୋ’ରୁମ୍ରେ ଅଗ୍ନିକାଣ୍ଡଏକ କପଡ଼ା ଓ ବ୍ୟାଗ୍ ସୋ’ରୁମ୍ରେ ଅଗ୍ନିକାଣ୍ଡଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ନିଆଁ ଲିଭା କାର୍ଯ୍ୟ ଜାରି କଟକ: ସୁଟ୍କେସ୍ ସୋ’ରୁମ ସହ…
ଆଜିଠୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନାକଳାହାଣ୍ଡିରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀଗରିବ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବେଯୋଜନା ସହ ଯୋଡ଼ି ହେବେ ୫୦ହଜାର ହିତାଧିକାରୀପୂରଣ ହେବ…
ବିଶାଖାପାଟଣା : ବିଶାଖାପାଟଣାରେ ଆଜି ଆଇପିଏଲର ରୋମାଂଚ ଦେଖିବାକୁ ମିଳିଛି । ଗୋଟିଏ ସମୟରେ ୬୫ ରନରେ ୫ ୱିକେଟ ହରାଇ ସଂକଟରେ ପଡ଼ିଥିବା ଦିଲ୍ଲୀ କ୍ୟାପିଟାଲ୍ସ…