୧୨ଟା ୯ ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି
ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ହୋହଲ୍ଲା-୧୨ଟା ୯ ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି-ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ମୁଲତବି ଘୋଷଣା-ଗୃହରେ ଘଣ୍ଟ ବାଡ଼େଇ କଂଗ୍ରେସ…
Breaking And Latest News Of Odisha
ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ହୋହଲ୍ଲା-୧୨ଟା ୯ ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି-ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ମୁଲତବି ଘୋଷଣା-ଗୃହରେ ଘଣ୍ଟ ବାଡ଼େଇ କଂଗ୍ରେସ…
ଡିଲିମିଟେସନ ବୈଠକରେ ବିଜେଡି ଯୋଗଦେବା ପ୍ରସଙ୍ଗବିଜେଡିକୁ କଟାକ୍ଷ କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ‘ପୂର୍ବ ସରକାରରେ ଦକ୍ଷିଣ ଭାରତୀୟ ରାଜ୍ୟ ଚଳାଉଥିଲେ’‘ନୋଟିଫିକେସନ କେଉଁ ଆଧାରରେ ହେବ ଜଣାପଡ଼ିବ’ବିରୋଧୀମାନେ…
କୋଇଡ଼ା: କେ.ବଲାଙ୍ଗ ଥାନା ଜାମୁଡିହି ଟୋଲଗେଟ୍ ନିକଟରେ ଦୁର୍ଘଟଣା। ଚା’ ଦୋକାନକୁ ହାଇୱା ମାଡ଼ିଯିବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କ…
ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୁବନେଶ୍ୱର ରାଜଭବନରେ ରହିବେ ରାଷ୍ଟ୍ରପତି । ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି…
ଢେଲା ମାଡ଼ରେ ମନ୍ତ୍ରୀଙ୍କୁ ଛାଡି ଫେରୁଥିବା କାର କାରକେଡର କାଚ ଭାଙ୍ଗିଲା। ମୟୂରଭଞ୍ଜ ବାଙ୍ଗିରିପୋଷିକୁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ। ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ମୟୂରଭଞ୍ଜ…
ଢେଲା ମାଡ଼ରେ ମନ୍ତ୍ରୀଙ୍କୁ ଛାଡି ଫେରୁଥିବା କାର କାରକେଡର କାଚ ଭାଙ୍ଗିଲା। ମୟୂରଭଞ୍ଜ ବାଙ୍ଗିରିପୋଷିକୁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ। ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ମୟୂରଭଞ୍ଜ…
ନବ ଦାସ ହତ୍ୟା: ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ-୫ ଦିନର ମାରାଥନ ଛାନଭିନ୍ ପରେ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍-ଚୌଦ୍ବାର ଜେଲ୍ରେ ଗୋପାଳକୁ ଜେରା କରିପାରେ କ୍ରାଇମବ୍ରାଞ୍ଚ
ଗଞ୍ଜାମ: ବଜ୍ରପାତରେ ଦଶମ ଶ୍ରେଣୀ ଛାତ୍ର ମୃତମୃତକ ହେଲେ ନାରାୟଣପୁରର ରାଜେଶ କୁମାର ଗୌଡ଼ବମକେଇରୁ ନାରାୟଣପୁର ଫେରୁଥିବା ବେଳେ ବଜ୍ରପାତଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ରାଜେଶ..ଏ…
ଅନୁଗୁଳରେ ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଆୟକର ରେଡ୍ ଜାରି। ଆଜି ବି ଦ୍ବିତୀୟ ଦିନରେ ଚଢ଼ାଉ ଚାଲିଛି। ମୋଟ୍ ୧୫ଟି ସ୍ଥାନରେ ରେଡ୍ କରୁଛି…
-ପଞ୍ଚାୟତିରାଜ ଖର୍ଚ୍ଚ ଦାବିକୁ ନେଇ ବିଜେଡିକୁ ମନ୍ତ୍ରୀ ରବି ନାଏକଙ୍କ ଟାର୍ଗେଟ-‘ବିଜେଡି ସମୟରେ ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ହାତରେ ମହିଳାଙ୍କ ଦାୟିତ୍ବ ଥିଲା’-‘ସୁଜାତା କାର୍ତ୍ତିକେୟନଙ୍କ ହାତରେ ମହିଳାଙ୍କ…
ଛତିଶଗଡ଼ରେ ପୋଲିସ-ମାଓବାଦୀ ଗୁଳି ବିନିମୟ-ବିଜାପୁର ଜିଲ୍ଲା ଗଙ୍ଗଲୁର ଜଙ୍ଗଲରେ ଗୁଳି ବିନିମୟ-ପୋଲିସ ଏନ୍କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିପାତ-ଜଣେ DRG ଯବାନ ସହିଦ ନେଇ ବିଜାପୁର SPଙ୍କ…
ନୂଆଦିଲ୍ଲୀ: ସୁପରହିଟ୍ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଏ.ଆର. ରେହମାନଙ୍କ ସ୍ୱାସ୍ଥ୍ୟାବସ୍ଥା ରବିବାର ହଠାତ୍ ବିଗିଡିଯାଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଏ.ଆର.ରେହମାନଙ୍କୁ ହସ୍ପିଟାଲରେ…