କରଞ୍ଜିଆ: ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁ

କରଞ୍ଜିଆ: ବାଇକ୍ ଦୁର୍ଘଟଣାରେ ଯଶୀପୁର ମଠ ମହନ୍ତଙ୍କ ମୃତ୍ୟୁ-ଯଶୀପୁର ମଠର ମହନ୍ତ ସ୍ଵାମୀ ଅଭୟାନନ୍ଦ ସରସ୍ଵତୀଙ୍କ ଦୁଃଖଦ ମୃତ୍ୟୁ-କରଞ୍ଜିଆ ନିକଟ ସାହାରପଡ଼ା ନିକଟରେ 2 ବାଇକ ଧକ୍କାରେ…

ପିକଅପ୍-ବାଇକ ମୁହାଁମୁହିଁ ଧକ୍କା: ଦୁଇ ବାଇକ ଆରୋହୀ ମୃତ

ବୌଦ୍ଧ (ଫୋକସ ପ୍ଲସ )ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା ନକୁଆନାଳି ଗ୍ରାମର ଲକି ସ୍ୱାଇଁ ଓ ଲକ୍ଷ୍ମୀପ୍ରସାଦ ଗ୍ରାମର ନିତ୍ୟାନନ୍ଦ ଜଟି ଏକ ବାଇକ ଯୋଗେ…

ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ ମନା

ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ ମନାପ୍ରେସ୍‌ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନାଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣମୋବାଇଲ ବ୍ୟାନ ପ୍ରତିବାଦରେ ସାମ୍ବାଦିକଙ୍କ ପ୍ରତିବାଦପ୍ରେସ ଗ୍ୟାଲେରୀକୁ ଗଲେ…

ଓଡ଼ିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହ

ଓଡ଼ିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହଆସନ୍ତା ୨୨ରେ ଦୁଇ ଦିନିଆ ଓଡ଼ିଶା ଗସ୍ତର ଆସିବେବିଭିନ୍ନ ସରକାରି ପ୍ରକଳ୍ପର ଶିଳାନ୍ୟାସରେ ଯୋଗଦେବେ

ପୂର୍ବ ସରକାର ରେ ବ୍ୟାନ ଥିଲା ଗୁଟଖା,ତମାଖୁ ଦ୍ରବ୍ୟରୁ ଗତ ୧୧ ବର୍ଷରେ ଯେତିକି ଟିକସ ଆଦାୟ ହୋଇଛି, ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ।

ସାମ୍ନାକୁ ଆସିଲା ଗତ ୧୧ ବର୍ଷର ଚାଞ୍ଚଲ୍ୟକର ତଥ୍ୟ । ହୁ ହୁ ବଢ଼ିଛି ତମାଖୁ ଓ ପାନମସଲାରୁ ଟିକସ ଆଦାୟ । କ୍ୟାନସର ବିକି ପାଇଛନ୍ତି ହଜାର…

ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ:ନିୟମ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ।

ଖରା ବଢୁଥିବା ନେଇ ଦେଖି ଶ୍ରମ ମନ୍ତ୍ରୀଙ୍କ ପ୍ରତିକ୍ରିୟାଦିନ ଗୋଟାଏ ପରେ କାମ ବନ୍ଦ ପାଇଁ ନିର୍ଦ୍ଦେଶ: ମନ୍ତ୍ରୀ‘ଶ୍ରମିକମାନେ ଦିନ ଗୋଟାଏ ପରେ କାମ କରିବେ ନାହିଁ’‘ଠିକାଦାର…

ଭାରତୀୟ ସ୍ପିନର ଜାଲରେ ଫସିଗଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ।

ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଚାଲିଛି ହାଇଭୋଲଟେଜ୍ ମ୍ୟାଚ । ଆଜିର ଏହି ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ…

ପରଲୋକରେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ

ପରଲୋକରେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ-ଭୋର ସାଢେ ୩ଟାରେ ଭୁବନେଶ୍ବର ସ୍ଥିତ ବାସଭବନରେ ଦେହାନ୍ତ-ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଲଗାତାର ୪ଥର ବିଧାୟକ ଥିଲେ-୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ…

ଆମ ସରକାର ମହିଳାଙ୍କୁ ଋଣ ନୁହେଁ, ସୁଭଦ୍ରା ନାଁରେ ପ୍ରୋତ୍ସାହନ ଦେଉଛି’ :ପ୍ରଭାତି

-ବିରୋଧୀ ଦଳ ନେତା ନବୀନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟାର୍ଗେଟ-ବିଜେପି ଅଫିସରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଟାର୍ଗେଟ୍-୨୪ ବର୍ଷରେ ଆପଣ ମହିଳାଙ୍କୁ କଣ ଦେଲେ…

ଓଡ଼ିଶାର ଏ ବଡ଼ ଜାଗର ହୋଟେଲ ରେ ମିଳୁଛି ଗାଈ ମାଂସ। ଭିଡିଓ ଭାଇରାଲ ପରେ ଫୋକସ ପ୍ଲସ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ!

ଓଡ଼ିଶାର ଏ ବଡ଼ ଜାଗର ହୋଟେଲ ରେ ମିଳୁଛି ଗାଈ ମାଂସ। ଭିଡିଓ ଭାଇରାଲ ପରେ ଫୋକସ ପ୍ଲସ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ! ଓଡ଼ିଶାର ଏ…

ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି

ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି-ବିଜ୍ଞାନ C- ସେଟ୍‌ରେ ୪ ମାର୍କ କମ୍‌ ଥିବା ସୂଚନା-ତ୍ରୁଟିକୁ ସ୍ବୀକାର କଲେ ବୋର୍ଡ ସଭାପତି-ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ…