ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି।

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି।   ନିରଞ୍ଜନଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି।  କେଉଁ କାରଣ ଯୋଗୁ…

ଶୀତ ଦିନରେ ଫିଟ୍ ରହିବା ପାଇଁ ପିଅନ୍ତୁ ଗୁଡ଼ ଚା’, ଜାଣନ୍ତୁ କ’ଣ ରହିଛି ଉପକାରିତା

ଗୁଡ଼ରେ ମ୍ୟାଗ୍ନେସିୟମ୍, ଆଇରନ୍, ପୋଟାସିୟମ୍ ଏବଂ ଫସଫରସ୍ ସହିତ ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । ଶୀତଦିନରେ ଗୁ଼ଡ଼ ଚା’ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ…

ଏହି ଦିଗରେ ଭୁଲରେ ବି ଲଗାନ୍ତୁ ନାହିଁ ଘଣ୍ଟା,ଆସିପାରେ….

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଦିଗରେ ଘଣ୍ଟା ଲଗେଇବା ଦ୍ୱାରା ଆସିଥାଏ ଅକାଳ ମୃତ୍ୟୁ। ବନ୍ଧୁଗଣ କୁହାଯାଏ କି ସମୟ ବହୁତ ମୂଲ୍ୟବାନ…

ଶ୍ରୀଜିଉଙ୍କ ୫ ଘଣ୍ଟା ଦର୍ଶନ ବନ୍ଦ, ହେଲେ କାହିଁକି? ପଢ଼ନ୍ତୁ ପୁରା ଖବର

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି୫ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ

ରାତ୍ରି ଭୋଜନ ଖାଇ ୧୧ ANM ଅସୁସ୍ଥ

ଦେବଗଡ଼ ANM ସେଣ୍ଟରରେ ରାତ୍ରିଭୋଜନ ଖାଇ ୧୧ ଅସୁସ୍ଥଅସୁସ୍ଥ ଛାତ୍ରୀଙ୍କ ମଧ୍ୟରୁ ୩ ଗୁରୁତର ଡାକ୍ତରଖାନାରେ ଭର୍ତ୍ତିCDMOଙ୍କ କାର୍ଯ୍ୟାଳୟ ଘେରାଉ କଲେ ଏଏନ୍‌ଏମ୍‌ ଛାତ୍ରୀANM ସେଣ୍ଟର ଅଧ୍ୟକ୍ଷାଙ୍କ…

ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ,ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ସୁଧାଂଶୁ ଶେଖର ରାଉତ।

ପ୍ରତିବର୍ଷ ନଭେମ୍ବର ମାସ ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ସମାନ ଚିନ୍ତାଧାରା ରଖୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଗଠିତ…

ଆଜି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ

ଭୁବନେଶ୍ୱର: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ । ଏହି ଅବସରରେ ଦେଶର ବିଭିନ୍ନ ସ୍କୁଲରେ ଶିଶୁ ଦିବସ ପାଳନ ହେଉଛି  । ଶିଶୁଙ୍କ…

ଯାତ୍ରାରେ ଅଶ୍ଳୀଳତା ପ୍ରଦର୍ଶନରେ ଲାଗିବ ରୋକ୍; ଖୁବଶୀଘ୍ର ଆସିବ ଆଇନ୍

ଦର୍ଶକଙ୍କ ଆଖି ସାମ୍ନାରେ କଳାକାରଙ୍କ ଅଶ୍ଳୀଳତାକୁ ଆଉ ମିଳିବନି ପ୍ରଶ୍ରୟ। ଯାତ୍ରାରେ କଳା ପରିବେଷଣ ନାଁରେ ଖୋଲାଖୋଲି ଅଙ୍ଗ ପ୍ରଦର୍ଶନର ଏକାଧିକ ଘଟଣା ନିକଟ ଅତୀତରେ ସାମ୍ନାକୁ…

ଲକ୍ଷ୍ମୀ ବସ ନେଇ ତେଜିଲା ବିବାଦ ,ମନ୍ତ୍ରୀ କହିଲେ ଆଲୋଚନା ହେବ।

ଆଜିଠୁ ରାଜ୍ୟର ଦକ୍ଷିଣାଞ୍ଚଳ ଏବଂ ପଶ୍ଚିମାଞ୍ଚଳରେ ପ୍ରଭାବିତ ହୋଇପାରେ ଗମନାଗମନ ବ୍ୟବସ୍ଥା। ଆଜିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ରଖିବାକୁ ଚେତାବନୀ ଦେଇଛନ୍ତି…

ମହିଳା ଟି-୨୦ ବିଶ୍ବକପ୍, ପାକିସ୍ତାନ କୁ ଧୂଳି ଚଟାଇବକି ଭାରତ?

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯଉଥିବା ଆଇସିସି ମହିଳା ଟି-୨୦ ବିଶ୍ବକପର ୭ମ ମ୍ୟାଚ ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି । ଏହି…