ବିଚାରପତି ପଦବୀ ଖାଲି, ପ୍ରତିବାଦ କରିବ ବାର୍‌ ଆସୋସିଏସନ୍‌

ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବକୁ ନେଇ ଅସନ୍ତୋଷ ତେଜିଛି। ବିଚାରପତି ପଦବୀ ଖାଲି ପଡ଼ିଥିବାରୁ ମାମଲା ପରିଚାଳନା ଓ ଶୁଣାଣି ପ୍ରକ୍ରିୟା ପ୍ରଭାବିତ ହେଉଥିବା ଅଭିଯୋଗ କରିଛି…