ବଢ଼ୁଛି SC-ST ମାମଲା: ରାଜ୍ୟରେ ଖୋଲିବ ୨୧ ସୁରକ୍ଷା ଥାନା

ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଂକ୍ରାନ୍ତୀୟ ମାମଲା ବଢ଼ୁଥିବା ହେତୁ ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟରେ ୨୧ଟି ସ୍ୱତନ୍ତ୍ର SC-ST…