୭୮ତମ ରାଜ୍ୟ ପୋଲିସ ଭଲିବଲ୍  ଚାମ୍ପିୟନସିପ୍  ଫାଇନାଲରେ ମୟୂରଭଞ୍ଜ ଚାମ୍ପିୟନ୍

ପୋଲିସ ଭଲିବଲ୍  ଚାମ୍ପିୟନସିପ୍  ଫାଇନାଲରେ ମୟୂରଭଞ୍ଜ ଚାମ୍ପିୟନ୍ । ଫାଇନାଲରେ ମୟୂରଭଞ୍ଜ ଦଳ  ବାଲେଶ୍ୱର ଦଳକୁ ୩-୦ ରେ ହରାଇ ପ୍ରଥମ ଥର ପାଇଁ ଚାମ୍ପିୟନ୍ ହୋଇଛି।…