ମୁଖ୍ୟ ଖବର ଓଡ଼ିଶାର ଆଉ ୪ ଜିଲ୍ଲାରେ ଖୋଲିବ ନୂଆ ମେଡିକାଲ କଲେଜ। Sukanta NayakApril 11, 2025 ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ ମେଡିକାଲ କଲେଜ। ୪ ଟି ନୂଆ ମେଡିକାଲ କଲେଜ୍ ପ୍ରତିଷ୍ଠା ପାଇଁ ଚଳିତ ବର୍ଷ ବଜେଟରେ ହୋଇଛି ବ୍ୟୟ ବରାଦ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଶିକ୍ଷକ ସ୍ୱାମୀର କଳା କାରନାମା ସ୍ତ୍ରୀକୁ ଭାରି ବାଧୁଛି ଫୋକସ ପ୍ଲସ 12/3/23(ବ୍ୟୁରୋ): ଭୟଙ୍କର ଠାଣି ,ତେରେଛା ଚାହାଣି ,ମାଡାମଙ୍କ ରାଗ ତମ ତମ ମୁହଁ,କଥାରେ ଅଛି ଚୋର ମୁହଁ ଟାଣ ,ହାତରେ ମୋବାଇଲ ଧରି ଗଣମାଧ୍ୟମ…
ଆଦାନୀ ଗ୍ରୁପ୍ 7 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ, ଇନଫ୍ରା ଉପରେ ଧ୍ୟାନ ଦେଓଉଛି ଅଦାନୀ ଗ୍ରୁପ, ଏହା ହେଉଛି ସମ୍ପୂର୍ଣ୍ଣ ଯୋଜନା | ବାଣିଜ୍ୟ02/12/2023; ଆଦାନୀ ଗ୍ରୁପ୍ ର ଭିତ୍ତିଭୂମି କ୍ଷେତ୍ର ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି | ଏହି ଗୋଷ୍ଠୀ ଆସନ୍ତା ଦଶନ୍ଧିରେ ଭିତ୍ତିଭୂମି ପାଇଁ 84 ବିଲିୟନ…
ପହଁଞ୍ଚିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ରାଜ୍ୟରେ ଆଜି ପହଁଞ୍ଚିଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଆଜି ସକାଳ ପ୍ରାୟ ୯ଟା ବେଳେ ଖୋଲିଛି ହୀରାକୁଦ ଡ୍ୟାମର ଗେଟ୍। ୭ନଂ ସ୍ଲୁଇସ୍ ଗେଟ୍ରୁ…