ଅପରାଧ ଟାୱାର ଉପରୁ ଡେଇଁଲେ ଯୁବକ Sukanta NayakJanuary 12, 2025 ବଲାଙ୍ଗିରରେ ଟେଲିକମ ଟାୱାର ଉପରୁ ଡେଇଁଲେ ଯୁବକଘରୋଇ ଝଗଡ଼ା ଯୋଗୁଁ ନିରାକାର ଶବରଙ୍କ ଆତ୍ମହତ୍ୟା ସନ୍ଦେହବେଲପଡ଼ା ଥାନା ନୁନହାଡ଼ ଗାଁର ଘଟଣା
ହତ୍ୟା ଅଭିଯୋଗ ଆଣିଲେ ପିତାମାତା ଫୋକସ ପ୍ଲସ(ଧର୍ମଶାଳା)୧୬/୦୮/୨୦୨୨: ହତ୍ୟା ନା ଆତ୍ମହତ୍ୟା। ଯୌତୁକ ଜୁଇରେ ଜଳିଗଲା କି ରଶ୍ମିତା। ନା ଏହା ପଛରେ ରହିଛି ଆଉ କିଛି ବଡ଼ ରହସ୍ୟ। ଗୋଟିଏ ଘରେ…
ଦାରା ସିଂ କୁ ଭେଟିବା ପାଇଁ ଜେଲ ସମ୍ମୁଖରେ ଧାରଣା ଫୋକସ ପ୍ଲସ (କନ୍ଦୁଝର): ୧୯୯୯ ମସିହା ମନହରପୁରରେ ଗ୍ରାହାମ୍ ଷ୍ଟେନ୍ ପୋଡ଼ି ମାମଲା ରେ ଦିର୍ଘ ୨୧ ବର୍ଷ ହେଲା ଦେଲ ଦଣ୍ଡ ଭୋଗୁଥିବା ଦାରା ସିଂଙ୍କୁ…
ଡିଜିଟାଲ ଆରେଷ୍ଟ ଆଡ଼ରେ ଦେଢ କୋଟି ହଡ଼ପ ବଢିବାରେ ଲାଗିଛି ସାଇବର ଠକେଇ । ଆଉ ଏକ ଘଟଣା ଯାହା ସାମ୍ନାକୁ ଆସୁଛି ଜଣେ ବରିଷ୍ଠ ନାଗରିକଙ୍କଠାରୁ ଡିଜିଟାଲ ଆରେଷ୍ଟ ଆଡରେ ସାଇବର ଠକଙ୍କର ଟଙ୍କା…