Breaking news ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର- Sukanta NayakJuly 23, 2025 ଗଭୀର ଭାବେ ପୋଡ଼ିଥିବା ଅଂଶରେ ଅସ୍ତ୍ରୋପଚାରଏବେ ବି ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ପୀଡ଼ିତାଅବସ୍ଥା ଗୁରୁତର ଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଜାରିସ୍ବତନ୍ତ୍ର ଡାକ୍ତରୀ ଟିମ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଅବସ୍ଥା ଗୁରୁତର ଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଜାରି
E-KYC ଅବଦ୍ଧିରେ ବୃଦ୍ଧି PDS ହିତାଧିକାରୀଙ୍କ ପାଇଁ E-KYC ଅବଦ୍ଧିରେ ବୃଦ୍ଧି । E-KYC ନଥିଲେ ମିଳିବନି ରାସନ ଚାଉଳ । ଚଳିତ ବର୍ଷ ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ…
ପଟ୍ଟାଙ୍ଗି ରେ ବିଜୟୀ ହେଲେ କଳ୍ପନା ପାଙ୍ଗି ପଟ୍ଟାଙ୍ଗି ବ୍ଲକରେ ଅଧକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଜେଡି ସମର୍ଥିତ ପକ୍ଷରୁ କଳ୍ପନା ପାଙ୍ଗି ଏବଂ କଂଗ୍ରେସ ସମର୍ଥିତ ପକ୍ଷରୁ ଶସ୍ମିତା…
ଆନ୍ଧ୍ରପ୍ରଦେଶରେ ଦେଖାଦେଇଛି କୋଭିଡ ଭୟ, କୋଭିଡକୁ ନେଇ ଓଡ଼ିଶାରେ ହାଇଆଲର୍ଟ ଜାରି ଭୁବନେଶ୍ୱର: ପୁଣି ଡ଼ରାଇଲାଣି କୋଭିଡ । ଆନ୍ଧ୍ରପ୍ରଦେଶରେ ପୁଣି ଦେଖାଦେଇଛି କରୋନା । ଆନ୍ଧ୍ରରେ ୨ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସୀମାନ୍ତ ଓଡିଶାରେ ହାଇଆଲର୍ଟ । ରାଜ୍ୟରେ…