ରାଜ୍ୟ ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ତେଜିଛି ଅସନ୍ତୋଷ Sukanta NayakMarch 3, 2025 ଜଂଘରେମହାପ୍ରଭୁଙ୍କୁଟାଟୁ ଓଡ଼ିଆଙ୍କ ଧାର୍ମିକ ଭାବନାକୁ ଲାଗିଛି ଶକ୍ତ ଆଘାତ। ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ତେଜିଛି ଅସନ୍ତୋଷ। ଏନେଇ ସହିଦ୍ ନଗର ଥାନାରେ ଲିଖିତ ଅଭିଯୋଗ କରିଛି ହିନ୍ଦୁ ସେନା।
ର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ ପୁରୀ: ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ…
ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ ଫୋକସ ପ୍ଲସ ୨/୬/୨୨(କଳାହାଣ୍ଡି):କଳାହାଣ୍ଡି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଆବଶ୍ୟକ ଡାକ୍ତର ନିଯୁକ୍ତି, ଓ କାର୍ଯ୍ୟ ଆରମ୍ଭ ହେବା କୁ ଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର…
ବ୍ରଦରହୁଡ ଫାଉଣ୍ଡେସନ ଓ ସରପଞ୍ଚ ଙ୍କ ସହାୟତରେ ଲାଗିଲା ଗାଈର କୁତ୍ରିମ ଗୋଡ଼ ଫୋକସ ପ୍ଲସ (ରଗଡି): ସରପଞ୍ଚଙ୍କ ମହାନତା |ଦେଖି ପାରିଲେନି ନିରୀହ ପଶୁର କଷ୍ଟ |ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ଅରୁଣଜ୍ଯୋତି…