Breaking news ବିଳମ୍ବିତ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି Sukanta NayakJanuary 26, 2025 ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରୁ ଚୋରିନିରଞ୍ଜନଙ୍କ ଘରୁ ନଗଦ ଟଙ୍କା ସହିତ ସୁନା ଗହଣା ଲୁଟ୍ଲୁଟ୍ ପରେ ଝରକା ତାଡ଼ି ଖସିଗଲେ ଲୁଟେରା
HAPPY WOMEN’S DAY ଫୋକସ ପ୍ଲସ 8/3/23(ବ୍ୟୁରୋ):ନାରୀ ହେଉଛି ଏ ସଂସାରର ଭଗବାନଙ୍କର ସବୁଠାରୁ ସୁନ୍ଦର ସୃଷ୍ଟି । ଯାହା ପାଖରେ ଏସଂସାରରେ ସବୁ ବନ୍ଧନକୁ ବାନ୍ଧି ରଖିବାର ସକ୍ଷମ ଥାଏ…
ତିନିଦିନ ପରେ ଉଦ୍ଧାର ହେଲା ଜଳ ପ୍ରପାତ ରେ ନିଖୋଜ କଲିକତା ର ଛାତ୍ର କେନ୍ଦୁଝର: ପଶ୍ଚିମବଙ୍ଗ ରାଜ୍ୟ କଲିକତା ରୁ କେନ୍ଦୁଝର ଜିଲ୍ଲା ବଡ଼ବିଲ କୁ ପର୍ଯ୍ୟଟନ ପାଇଁ ଆସିଥିବା ଛାତ୍ର ତିନି ଦିନ ପରେ ଜଳ ପ୍ରପାତ ମଧ୍ୟ ରୁ…
ଖାଉଟିଙ୍କୁ ମହଙ୍ଗାମାଡ଼ ବଢିଲା ମ୍ୟାଗି-ଚା-କଫି ଦାମ୍ ବିଭିନ୍ନ ନିତ୍ୟ ବ୍ୟବହାର୍ୟ୍ୟ ସମଗ୍ରୀ ଦର ବୃଦ୍ଧି ଯୋଗୁଁ ଅସ୍ତବ୍ୟସ୍ତ ହୋଇଗଲେଣି ଖାଉଟି। ଦିନକୁ ଦିନ ଖାଦ୍ୟ ସାମଗ୍ରୀର ଦରଦାମ ବଢୁଥିବା ବେଳେ ଏବେ ବଢିଲା ମ୍ୟାଗି,…