ବାଣିଜ୍ୟ ସୁନା କିଣିବାକୁ ଡର ଲାଗୁଛି! Sukanta NayakApril 11, 2025 ସୁନା କିଣିବାକୁ ମାଡୁଛି ଡର: ଦର 95 ହଜାର ଟଙ୍କା ପାର୍24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 95 ହଜାର 400 ଟଙ୍କା22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 87 ହଜାର 450 ଟଙ୍କା3 ଦିନ ମଧ୍ୟରେ ସୁନା ମହଙ୍ଗା ହେଲାଣି 5 ହଜାରରୁ ଅଧିକ ଟଙ୍କା
ଶିକ୍ଷା ବିଭାଗର ବିକଳ ଚିତ୍ର, ବିନା ଅଧିକାରୀରେ ଚାଲିଛି କାର୍ଯ୍ୟାଳୟ ଫୋକସ ପ୍ଲସ 27/5/22(ରାଇରଙ୍ଗପୁର): ବାବନଘାଟୀ ଉପଖଣ୍ଡ ବହଳଦା ଗୋଷ୍ଠିଶିକ୍ଷା କାର୍ଯ୍ୟାଳୟରେ ସବୁ ଟେବୁଲ୍ ଫାଙ୍କା ଥିବାର ଦୃଶ୍ୟ ମାନ ହୋଇଛି। ଜବାବରେ ପିଅନ ବାବୁଙ୍କ ପ୍ରତିକ୍ରିୟା ନେବାରୁ…
ବ୍ୟବସାୟୀ , ଛୋଟ ବ୍ୟବସାୟୀ , ଚାଷୀ , ମଧ୍ୟମ ବର୍ଗ ର ଜନତା ଙ୍କ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ବଜେଟ ବଜେଟ – ୨୦୨୨-୨୩…. ୫ ଟି ରାଜ୍ୟରେ ନିର୍ବାଚନ ଥିବା ଯୋଗୁଁ ଏଥର ବଜେଟରେ ଜନସାଧାରଣ ବହୁତ କିଛି ଆଶା କରୁଥିଲେ। କିନ୍ତୁ, ଏହି ବଜେଟ ଲୋକଙ୍କୁ…
ଡିସେମ୍ବର ୩୧ ପରେ ଅଚଳ ୟୁପିଆଇ ଆଇଡି କାମ କରିବନି | NPCI18/11/2023; ଏକ ବର୍ଷରୁ ଅଧିକ ସମୟ ଧରି ଅଚଳ ରହିଥିବା ୟୁପିଆଇ ଆଇଡିଗୁଡ଼ିକୁ ନିସ୍କ୍ରିୟ କରିବା ଲାଗି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ପକ୍ଷରୁ…