ଆଞ୍ଚଳିକ ଆଜି 12 ଘଣ୍ଟିଆ ବରଗଡ଼ ବନ୍ଦ Sukanta NayakJanuary 21, 2025 ବରଗଡ଼ ଆଜି 12 ଘଣ୍ଟିଆ ବନ୍ଦ ପାଳନବନ୍ଦ ପାଳନ ପାଇଁ ଡାକରା ଦେଲା ବରଗଡ଼ ନାଗରିକ କମିଟିଆଜି ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦଜଙ୍ଗଲରୁ ଉଦ୍ଧାର ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବନ୍ଦ ପାଳନ
ବିଦ୍ୟୁତ ତାର ନେଇଗଲା ମାଈ ହାତୀର ଜୀବନ ଫୋକସ ପ୍ଲସ(କଙ୍କଡ଼ାହାଡ଼)୨୮/୦୮/୨୦୨୨: ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଘାଘରାମୁଣ୍ଡା ଗାଁ ପାଖ ଖଇରମୁଣ୍ଡା ଜଙ୍ଗଲରୁ ଗୋଟିଏ ମାଈ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ…
ବିଷାକ୍ତ ସାପ ସାଜିଛି ମଣିଷର ସାଥୀ ଫୋକସ ପ୍ଲସ (ମାଲକାନଗିରି):ବିଷାକ୍ତ ସାପକୁ ଦେଖିଲେ ସମସ୍ତେ ଭୟ କରନ୍ତି।କିନ୍ତୁ ମାଲକାନଗିରି ଜିଲ୍ଲାର ନିଲିମାରି ଗ୍ରାମରେ ଏମିତି ଏକ ପରିବାର ରହିଛି ଯେଉଁମାନେ ନିଜ ବାସ ଗୃହର…
ଜୀବନ୍ତ ଦଗ୍ଧ ୨ ମାସ ଶିଶୁ କନ୍ୟା ଫୋକସ ପ୍ଲସ(ମୟୁରଭଞ୍ଜ)୧୦/୦୮/୨୦୨୨: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଭଣ୍ଡାର ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା ,ଘରେ ନିଆଁ ଲାଗି ୨ମାସ ର ଶିଶୁ କନ୍ୟା…