Breaking news ଆରମ୍ଭ ହେଲା ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା Sukanta NayakOctober 28, 2025 ୫ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ଆ,ନ୍ଧ୍ରପ୍ରଦେଶର ଉପ୍ପଡ୍ କାକିନାଡ଼ାରେ କରିବ ଲ୍ୟାଣ୍ଡଫଲ୍ -ଭୀଷଣ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ-କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’
ବିଳମ୍ବ ରାତିରେ ମୋବାଇଲ ଦୋକାନରୁ ଚୋରି ଫୋକସ ପ୍ଲସ 20/3/23(ବ୍ୟୁରୋ): ଶ୍ରଦ୍ଧା କମିନ୍ୟୁକେସନରେ ଚୋରି ହୋଇଥିବା ଦୁଇ ମୋବାଇଲ ଚୋରକୁ ଗିରଫ କଲା ଆନନ୍ଦପୁର ପୋଲିସ,ଗତ ଶୁକ୍ରବାର ବିଳମ୍ବିତ ରାତିରେ ଆନନ୍ଦପୁର ଷ୍ଟେଟ ବ୍ୟାଙ୍କ…
ଆଜିପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକାସାଙ୍ଗେ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ । ଅପରାହ୍ନରେ…
ଚନ୍ଦନ ଯାତ୍ରାବେଳେ ଅଘଟଣ ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ଚାଲିଥିବା ଚନ୍ଦନ ଯାତ୍ରା ତୃତୀୟ ଦିନରେ ଏକ ଅଭାବନୀୟ ଘଟଣା ଘଟିଛି। ଯାତ୍ରା ଚାଲିଥିବା ବେଳେ କାଳବୈଶାଖୀ…