ପାଣିପାଗ ସୂଚନା ଆସିଲା ଦିନ ସାଢ଼େ ୧୧ଟାର ତାପମାତ୍ରା Sukanta NayakMarch 18, 2025 ଆସିଲା ଦିନ ସାଢ଼େ ୧୧ଟାର ତାପମାତ୍ରାଆଜି ଦିନ ସାଢ଼େ ୧୧ ଟା ସୁଦ୍ଧା ୩୬.୮ ଡିଗ୍ରୀ ରେକର୍ଡସମ୍ବଲପୁରରେ ସର୍ବାଧିକ ୩୬.୮ ଡିଗ୍ରୀ ରେକର୍ଡହୀରାକୁଦ-୩୬, ଝାରସୁଗୁଡା- ୩୫.୪ ଡିଗ୍ରୀ, ରାଉରକେଲା-୩୩.୬ଭୁବନେଶ୍ବର-୩୨.୪, କେନ୍ଦୁଝର-୩୨.୧ ଡିଗ୍ରୀ ରେକର୍ଡ
ରାଜ୍ୟକୁ ଫେରିଲା ଶୀତ ଫୋକସ ପ୍ଲସ ୪/୨/୨୩(ବ୍ୟୁରୋ):କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ଶୀତ ଫେରିଥିବା ବେଳେ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବଢ଼ିଛି ଶୀତ । ରାଜ୍ୟର ବିଭିନ୍ନ…
କାଲିଠୁ ରାଜ୍ୟରେ ବଢିବ ଶୀତ, ୨ ରୁ ୪ ଡିଗ୍ରୀ ଖସିବ ତାପମାତ୍ରା ଉପକୂଳ ଓଡ଼ିଶାରେ ଦୁଇ ସପ୍ତାହ ପରେ ଶୀତ:୧୫ ତାରିଖରୁ ୨୧ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୨ ରୁ ୧୪ ଡିଗ୍ରୀକୁ ଖସିଆସିବ…
୨୬ରେ ଆସୁଛି ଭୟଙ୍କର ଲଘୁଚାପ ୨୬ରେ ଆସୁଛି ଭୟଙ୍କର ଦୁଇଟି ଲଘୁଚାପ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଛେଚିବ ବର୍ଷା। ଉଭୟ ଲଘୁଚାପ ମିଶି ବାତ୍ୟା ଆଶଙ୍କା ସୃଷ୍ଟି କରୁଥିବା ବେଳେ…