Breaking news ଓଲଟିଲା ଦଣ୍ଡନାଚ ଗାଡ଼ି Sukanta NayakApril 7, 2025 ନୟାଗଡ଼: ଭାପୁର ବ୍ଲକ ପଥରଚକଡ଼ାରେ ଦୁର୍ଘଟଣାଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ବ ଆହତ, ୭ ଗୁରୁତରଆହତଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଲାଗିଛି ଆଘାତମାଧପୁରରୁ ପଥରଚକଡ଼ା ଗାଁକୁ ଦଣ୍ଡ ପାଇଁ ଯାଉଥିଲେ
ଫୋକସ ପ୍ଲସର ମହା ପ୍ରଭାବ…. ବନ୍ଧା ହେଲେ ଗୋଲାମୁଣ୍ଡା ବିଡ଼ିଓ… ଫୋକସ ପ୍ଲସର ମହା ପ୍ରଭାବ…. ବନ୍ଧା ହେଲେ ଗୋଲାମୁଣ୍ଡା ବିଡ଼ିଓ….ଜୁନାଗଡ଼ରେ ଆଉ ଥରେ ପଶିଲା ଭିଜିଲାନ୍ସ…. ଦିବ୍ୟଶଙ୍କର ମିଶ୍ରଙ୍କ ଇଙ୍ଗିତରେ ଲୁଟ କରୁଥିବା ବିଡ଼ିଓ ଅକ୍ଷୟ ମିତା…
ଲଗାଣ ବର୍ଷା ଯୋଗୁଁ ୭ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ପ୍ରବଳ ବର୍ଷା ପାଇଁ ସ୍କୁଲ, କଲେଜ ଛୁଟି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ୭ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ଜିଲ୍ଲାର ସମସ୍ତ ସରକାରୀ…
ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା, ୩ ଲକ୍ଷ ୧୭ ହଜାର ୯୬୬ ନୂଆ ଆବେଦନ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି । ଆରମ୍ଭରୁ କିସ୍ତି ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକକାଳୀନ କିସ୍ତି ଦିଆଯିବ । ସୁଭଦ୍ରା ସମୀକ୍ଷା ପରେ…