ରାଜ୍ୟ ଘୋଷଣା ହେଲା ୧୨ ନୂଆ NAC Sukanta NayakAugust 16, 2025 ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି୭ ଜିଲ୍ଲାରେ ଗଠନ ହେବ ୧୨ ନୂଆ #ଏନଏସିପାଲଲହଡ଼ା, ବୀରମହାରାଜପୁର, ସିମୁଳିଆ, ବସ୍ତାବେତନଟି, ବାଙ୍ଗିରପୋଷୀ, ତିହିଡ଼ି, ରେଙ୍ଗାଲିବିଷମକଟକ, ଚିତ୍ରଡ଼ା, ଧୁଷୁରୀ, ବାମରା
ଗ୍ରାହକଙ୍କୁ ଠକି ଚାଲିଛି ପୋଷ୍ଟ ଅଫିସ ଫୋକସ ପ୍ଲସ(କୋଇଡା)୧୭/୦୮/୨୦୨୨: ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଟେନସା ଠାରେ ଥିବା ଭାରତ ସରକାରଙ୍କ ଇଣ୍ଡିଆ ପୋଷ୍ଟ ଅଫିସ ରେ ଗ୍ରାହକ ମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ…
ନାଲି ପାଣି ପିଇ ହେଲପର ଚଳାଉଛି ବସ୍ ଫୋକସ ପ୍ଲସ 17/3/23(ବ୍ୟୁରୋ): ମଦ୍ୟପାନ କରି ଯାତ୍ରୀବାହୀ ବସ୍ ଚଲାଉଥିଲା ହେଲପର କୁ ଅଟକାଇ ପୋଲିସର ଜିମା ଦେଲେ ବସ୍ତା ଡ୍ରାଇଭର ସଂଘର କର୍ମକର୍ତ୍ତା, ସୁଚନା ଅନୁଯାୟୀ…
ବଣୁଆ ହାତୀ ନେଲା ବୃଦ୍ଧ ଙ୍କ ଜୀବନ I ଫୋକସ ପ୍ଲସ 16/5/22 (ନୀଳଗିରି):ଔପଦା ର ନିକଟ ରେ ଥିବା ଜଙ୍ଗଲ କ୍ରମଶଃ କ୍ଷୟ ହେବାକୁ ଲାଗୁଛି , ଖାଦ୍ୟ ଅଭାବ ଦେଖାଦେବାରୁ ବଣୁଆ ଜୀବଜନ୍ତୁ ମାନେ…