Breaking newsଅପରାଧଦେଶ ବିଦେଶମୁଖ୍ୟ ଖବରରାଜ୍ୟ ଜାମ୍ମୁ ଓ କାଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଆତଙ୍କବାଦୀନିପାତ FOCUS PLUSMarch 12, 2022 ପୁଲୱାମାରେ ଜୈଶର ୨ ଆତଙ୍କବାଦୀ ମୃତ ଗାନ୍ଦରୱାଲାରେ ଲସ୍କରର ଜଣେ ଆତଙ୍କବାଦୀ ମୃତ । ହନ୍ଦୱାଡ଼ାରେ ମଧ୍ୟ ଲସ୍କରର ଆଉ ଜଣେ ଆତଙ୍କବାଦୀ ମୃତ । ୨ ଆତଙ୍କାବଦୀଙ୍କୁ କାବୁ କରାଯାଇଥିବା କାଶ୍ମୀର IGP ବିଜୟ କୁମାରଙ୍କ ସୂଚନା.
କେଜ୍ରିୱାଲଙ୍କ ନୂଆ ସ୍ଟ୍ରାଟେଜି delhi politics : ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। କେଜରିଓ୍ବାଲଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀଙ୍କ ମୁଖ୍ୟମନ୍ତ୍ରୀ ହେବା ଘଟଣାକ୍ରମ ଦିଲ୍ଲୀ ରାଜନୀତିର ଏକ ଭିନ୍ନ…
ଜୀବନ ପ୍ରତି ବିପଦ ଥିବା ନେଇ,ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିଜକୁ ସୁରକ୍ଷା ମନେ କରୁନାହାନ୍ତି। ଏହାର କାରଣ ହେଲା ଧର୍ମଶାଳରେ ଏକ ରାଜନୈତିକ ଦଳର ସମର୍ଥକମାନେ ଗୁଣ୍ଡାଗିରି…
ବଢ଼ୁଛି ସ୍କ୍ରବ୍ ଟାଇଫସ୍ ଭୟ, ନମୁନା ସଂଗ୍ରହକୁ ଗୁରୁତ୍ୱ ରାଜ୍ୟରେ ସ୍କ୍ରବ୍ ଟାଇଫସ୍କୁ ନେଇ ବଢୁଛି ଚିନ୍ତା । ପଶ୍ଚିମ ଓଡ଼ିଶା ପରେ ଏବେ ଅନ୍ୟ ଜିଲ୍ଲାକୁ ମଧ୍ୟ ମାଡ଼ିଲାଣି ଏହି ରୋଗ । ଚଳିତବର୍ଷ ଅନୁଗୁଳ…