ପାଣିପାଗ ସୂଚନା ତାତିରେ ଲାଗିଲା ବ୍ରେକ, କାଳବୈଶାଖୀ ବର୍ଷା ଦେଲା ଆଶ୍ବସ୍ତି Sukanta NayakMay 23, 2025 ପୂର୍ବକେନ୍ଦ୍ରୀୟ ଆରବ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟିସେପଟେ କେରଳମୁହାଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁଓଡ଼ିଶାକୁ ସଅଳ ମୌସୁମୀ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ
କାଲମେଗୀର ତାଣ୍ଡବ ଲୀଳା, ହଠାତ୍ ଗର୍ଜନ କରି ମାଡିଆସିଲା ଘୁର୍ଣ୍ଣିଝଡ଼ ଫିଲିପାଇନ୍ସ: ହଠାତ୍ ଆସିଲା ପ୍ରଳୟକାରୀ ବାତ୍ୟା । କିଛି ଭାବିବା ପୂର୍ବରୁ ସବୁ ମିଶାଇଦେଲା ମାଟିରେ । ବୁଡିଗଲା ଲୋକଙ୍କ ଘର । ପାଣି ବଢିବାରୁ ଜୀବଜନ୍ତୁମାନେ…
ଗରମ ଗୁଳୁଗୁଳିରୁ ମିଳିବ ତ୍ରାହି; ସାରା ରାଜ୍ୟରେ ବର୍ଷିବ ଆଜିଠୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ର ସାରା ରାଜ୍ୟକୁ ୟେଲୋ ଆଲର୍ଟ ଜାରି କରିବା ସହ କିଛି ସ୍ଥାନରେ ବର୍ଷା ସମୟରେ…
୫ ଦିନ ଯାଏଁ ପୁଣି ଛେଚିବ ବର୍ଷା! ରାଜ୍ୟରେ ପୁଣି ସକ୍ରିୟ ହୋଇଛି ବର୍ଷା । ଆଗାମୀ ୫ ଦିନ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ…