ପାଣିପାଗ ସୂଚନା ତାତିରେ ଲାଗିଲା ବ୍ରେକ, କାଳବୈଶାଖୀ ବର୍ଷା ଦେଲା ଆଶ୍ବସ୍ତି Sukanta NayakMay 23, 2025 ପୂର୍ବକେନ୍ଦ୍ରୀୟ ଆରବ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟିସେପଟେ କେରଳମୁହାଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁଓଡ଼ିଶାକୁ ସଅଳ ମୌସୁମୀ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ
ସୁବର୍ଣ୍ଣ ରେଖାର ଜଳସ୍ତର ବଢୁଛି ଜଳେଶ୍ୱର: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢିବାରେ ଲାଗିଛି▶️ ଜଳକା ନଦୀର ଜଳସ୍ତର ବି ବିପଦ ସଙ୍କେତ ଅତିକ୍ରମ କରିଛି▶️ ବସ୍ତା ବ୍ଲକର ୮ ଓ ସଦର ବ୍ଲକର…
କେଉଁଆଡ଼େ ଯିବ ବାତ୍ୟା, କେଉଁଠି କରିବ ଲ୍ୟାଣ୍ଡ୍ଫଲ୍ ? ବାତ୍ୟା16/11/2023; ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଇ ଥିବାରୁ ଓଡ଼ିଶାରେ ବିଶେଷ ପ୍ରଭାବ ନାହିଁ । କେବଳ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର…
ତାଣ୍ଡବ ରଚୁଛି ବାତ୍ୟା ଫ୍ରେଡୀ ଫୋକସ ପ୍ଲସ 17/3/23(ବ୍ୟୁରୋ): ତାଣ୍ଡବ ରଚୁଛି ବାତ୍ୟା ଫ୍ରେଡୀ । ନେଲାଣି ୩୨୫ ଜୀବନ । ଫ୍ରେଡୀ ବାତ୍ୟାରେ ଛାରଖାର ମାଲୱି । ବାତ୍ୟା ତାଣ୍ଡବ ରଚୁଥିବା…