Breaking news ଦୁର୍ଦ୍ଦାନ୍ତ ଅପରାଧୀ ଏମ୍ଡି ସାମଦକୁ ଏନକାଉଣ୍ଟର Sukanta NayakAugust 19, 2025 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ଏମ୍ଡି ସାମଦ ଆହତଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତରସାମଦର ବାମ ଗୋଡ଼ରେ ବାଜିଛି ଗୁଳିଗତକାଲି ଜଣେ ଯୁବକଙ୍କୁ ହତ୍ୟା କରିଥିଲା ସାମଦ
ଆଜି ବାହାରି ପାରନ୍ତି ଶ୍ରମିକ, ହୀରାକୁଦରୁ ଗଲା ମେସିନ | ଉତ୍ତରାଖଣ୍ଡ 24/11/2023; ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ବତନ୍ତ୍ର ଅଗର ମେସିନ । ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ । ଏହି ସ୍ବତନ୍ତ୍ର…
ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଜଣେ ମୃତ ମୃତକ ହେଲେ କୈଠଡା ଗାଁର ପିଣ୍ଟୁ ପଲେଇଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈଠଡା ଗାଁରେ ଘଟିଛି ଅଘଟଣ-ଖଲ୍ଲିକୋଟ ଥାନା ପୋଲିସର ତଦନ୍ତ ଆରମ୍ଭ
ଫୋକସ ପ୍ଲସର ପ୍ରଭାବ: ଖବର ପ୍ରଶାରଣ ପରେ ଚେତିଲେ ଠିକାଦାର, ବନ୍ଦ ହେଲା ଶିଶୁ ଶ୍ରମିକଙ୍କ କାର୍ଯ୍ୟ I ମଶାଣିବନ୍ଧ-ବୁଢିପଦର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣଧୀନ ରାସ୍ତା କାମରେ ଅନିୟମିତତା ଓ ଦୁର୍ନୀତି ହେଉଥିବା ଏକ ଖବର ଫୋକସ ପ୍ଲସରେ ପ୍ରଶାରିତ ହେବାପରେ ଠିକାଦାର ଓ ଜେଇଙ୍କ…