ଫୋକସ ପ୍ଲସ ବ୍ୟୁର :ହଁ ଦର୍ଶକ ବନ୍ଧୁ ଏମାନେ କୁଆଡେ ବଡ଼ ଚାନେଲ ର ବଡ଼ ସାମ୍ବାଦିକ, କିନ୍ତୁ ଏମାନଙ୍କ ମନ ନୀଚ,ଜଣେ କିନ୍ନରଙ୍କୁ ଅନୁଗୁଳ ସ୍ଥିତ ସମ୍ବାଦ ଅଫିସକୁ ଡାକି ତାଙ୍କୁ ତାଙ୍କର ପ୍ରାଇଭେଟ ପାର୍ଟ ଦେଖିବାକୁ ମନବାଳାଇବା ଓ ଅଶାଳୀନ ବ୍ୟବହାର କରି ହରଡ଼ ଘଣାରେ ୨ ସାଟେଲାଇଟ ସାମ୍ବାଦିକ ଙ୍କ କଥା ସାରା ଓଡ଼ିଶାର ଲୋକ ଛି ଛାକର କରୁଛନ୍ତି।
ଜଣେ ସମାଜସେବୀ ଓ ସାମ୍ବାଦିକା ଚିନ୍ମୟୀଙ୍କୁ କିଭଳି ବଳାତ୍କାର କରିବାକୁ ଖୁଲମ ଖୁଲ ୨ ସାଟେଲାଇଟ ଚାନେଲର ସାମ୍ବାଦିକ ଚେଷ୍ଟା
କରିଛନ୍ତି । ପରବର୍ତୀ ସମୟରେ ନିଜ ଦୋଷ ଲୁଚାଇବା ପାଇଁ ଅନୁଗୁଳ ଥାନାରେ ଏତଲା ଦେବା ପରେ ଅନୁଗୁଳ ମଡେଲ ଥାନାରେ ଉଭୟଙ୍କୁ ଅଟକ ରଖି ଯା ଇଛି । ପୁରା ଅନୁଗୁଳ ସହରରେ ସାମ୍ବାଦିକତା କରୁଥିବା ସମସ୍ତ ପ୍ରତିନିଧିଙ୍କୁ ଲକ୍ଷ୍ୟ ଲାଗିବା ପରେ ଅନାରୁ ରାଜ୍ୟର ଆଗଧାଡିର ଗଣମାଧ୍ୟମ ଭାବେ ନାଁ କରିଥିବା କିଛି ଟିଭି ଚ୍ୟାନେଲ୍ ସାମ୍ବାଦିକଙ୍କ ଅଭଦ୍ରାମିର ହୋଇଛି ପର୍ଦାଫାଶ ।
ଫୋକସ ପ୍ଲସ୍ ଛେଣ୍ଡିପଦା ପ୍ରତିନିଧିଙ୍କୁ ଦୁର୍ବ୍ଯବହାର । ତୃତୀୟ ଲିଙ୍ଗି ହୋଇଥିବା ଦିନ ଦ୍ବିପ୍ରହରେ କଲେ ଅଶାଳୀନ କଥାବାର୍ତ୍ତା | ଭଲକରି ଦେଖନ୍ତୁ ଏ ବେହେରା ଦୁଇଟିକୁ । ରଙ୍ଗାର ୨ ଆଗ ଧାଡିର ଚ୍ୟାନେଲର ଏମାନେ ପ୍ରତିନିଧ୍ଵ । କେଉଁ ଚ୍ୟାନେଲ୍ ତାହା ସ୍ପଷ୍ଟ କରୁଛି ଏମାନଙ୍କ ହାତରେ ଥିବା ଚୁମ୍ । ସାମ୍ବାଦିକତା ଭଳି ଗୁରୁତ୍ବପୂର୍ଣ୍ଣ ପେସାର ସାମାନ୍ୟ ଶଳୀନତାକୁ ମଧ୍ୟ ଏମାନେ ପୋଡି ଖଇ ଯାଇଛନ୍ତି । ସମାଜର ପଛୁଆ ବର୍ଗରୁ ଆସି ଧୁଧ୍ୟରେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଚେଷ୍ଟା କରୁଥିବା ଓ ଫୋକସ ପ୍ଲସ୍ ପାଇଁ ଛେଣ୍ଡିପଦା ଅଞ୍ଚଳରେ ସାମ୍ବାଦିକତା କରୁଥିବା ଚିନୁୟୀଙ୍କୁ କରିଛନ୍ତି ଦୁର୍ବାବହାର । ଦିନ ଦିପହରେ ରାସ୍ତା ଉପରେ କରିଛନ୍ତି ଅଶାଳୀନ କଥାବାର୍ଭ । ଛେଣ୍ଡିପଦା ବନାଞ୍ଚଳରେ ଜଣେ ରେଞ୍ଜରଙ୍କ ଦାଦାଗିରିକୁ ନେଇ ଠୋସ୍ ପ୍ରମାଣ ଯୋଗାଢ କରିଥିଲେ ଚିନ୍ମୟୀ । କିଭଳି କିଛି ଗରିବ ନିର୍ବୋଷ ପରିବାରକୁ ତାଙ୍କ ଶ୍ରମର ପାଉଣ ନଦେଇ ପାଲଟା ମିଥ୍ୟା କେସରେ ଯୋଡିବାକୁ ଢାଲ ବିଛାଇଥିଲେ ଛେଣ୍ଡିପଦା
ଗେଞ୍ଜର ମାଧବ ନାଏକ ତାର କଳା ଚିଠା ଲାଗିଥିଲା
ଆମ ହାତରେ । ଏହି ସମସ୍ୟା ଭିଭିକ ଖବରକୁ ମଧ୍ୟ ପ୍ରସାରଣ କରିଥିଲା ଫୋକସ୍ ପ୍ଲସ୍ । ତେବେ ଚିନ୍ମୟୀଙ୍କ ନିର୍ଭିକ ଖବର ସଂଗ୍ରହ ଓ ଫୋକସ ପ୍ଲସ୍ ପ୍ରସାରଣ କାହା ଦେହରେ ଯାଇ ନଥିଲା | ଏ ଖବର ବାଛିବା ପରେ ରେଞ୍ଜରଙ୍କର ଆରମ୍ଭ ହୋଇଥିଲା। ପୋଡାଜଳା
। ତା ସହ ଏ ୨ ଆଗଧାଡିର ରିପୋର୍ଟରଙ୍କୁ ମଧ୍ୟ ନଥିଲା । କାହିଁକି ତାହା ସନ୍ଦେହ ଘେରରେ । ତେବେ
ଫୋକସ
ପ୍ଲସ୍ ଛେଣ୍ଡିପଦା ପ୍ରତିନିଧିଙ୍କୁ ଦୁର୍ବ୍ଯବହାର
ଫୋକସ୍ ପ୍ଲସ୍ ପ୍ରତିନିଧୂଙ୍କୁ
ଏତେ ଭୟ କାହିଁକି ?
କାହିଁକି ଓ କେମିତି
ଫୋକସ ଭୟରେ ଆମ ପ୍ରତିନିଧିଙ୍କୁ ଭୟଭୀତ କରିବାକୁ ହୀନ ଚେଷ୍ଟା ନା ରେଞ୍ଜର ମାଧବ ନାୟକଙ୍କ ସହ ସେଟିଂ କରି ଫୋକସ ପ୍ରତିନିଧିଙ୍କ ସ୍ବର ଚାପିବାକୁ ଉଦ୍ୟମ। ଏଭଳି ବଡ ଚ୍ୟାନେଲର ବଡ ରିପୋର୍ଟରଙ୍କ ଏ ଅଶାଳୀନ ଆଚରଣକୁ ତୀବ୍ର ନିନ୍ଦା କରୁଛି ଫୋକସ ପ୍ଲସ୍ ଚିନ୍ମୟୀଙ୍କୁ କେବେ ମିଳୁଛି ନ୍ୟାୟ ବଡ ଚ୍ୟାନେଲର ବଡ ଆଲୋକରେ ଅନ୍ଧ ହେଉଛି
ଅଶାଳୀନ
ଆଚରଣକୁ ତୀବ୍ର ନିନ୍ଦା କରୁଛି ଫୋକସ ପ୍ଲସ୍
ଏ ଖବର ସଂଗ୍ରହ କଲେ ଚିନ୍ମୟୀ ତାହା ପଚାରିବା ଆଳରେ ଚିନ୍ନୟୀଙ୍କ ସହ ଏମାନେ ଅଶାଳୀନ କଥାବାର୍ତ୍ତା ଓ ଇଙ୍ଗିତ କରିଥିଲେ । ଦିନେ ଚିନ୍ମୟୀଙ୍କ ସହ ଘଟିଥିବା ଜଘନ୍ୟ କାଣ୍ଡର ଭିଡିଓ ଦେଖିବାକୁ ମନ ବଳାଇଥିଲେ ଏ ଦୁଇ ଅମଣିଷ । ଆଉ ବିରୋଧ କରିବାରୁ ଭିଜିଓ ଉତ୍ତୋଳନ କରି ନିଜ ବଡ ଚ୍ୟାନେଲରେ ବଡ ଖବର କରିବାକୁ ଧମକ ମଧ୍ୟ ଦେଇଥିଲେ । କଳା ଜଗତରୁ ବାହାରି ଦିନର ଆଲୋକ ଦେଖୁଥିବା ଚିନ୍ମୟୀଙ୍କୁ କିନ୍ତୁ କରେଇ ପାରି ନଥିଲା ଏସବୁ କାରନାମା । ବୃଢତାର ସହ ପାଲଟା ଭିଡିଓ ଉତ୍ତୋଳନ କରିବା ସହ ନ୍ୟାୟ ଦାବିରେ ଛେଣ୍ଡିପଦା ଆନାରେ ମାମଲା ମଧ୍ୟ ଗୁଜୁ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି ବଡ ବଢିଆ ରିପୋର୍ଟରଙ୍କ ଏ ନୀଚ କାରନାମା ପଛର ଜସ କଣ । ଫୋକସ ଭୟରେ ଆମ
ବିଧ୍ ବ୍ୟବସ୍ଥା ତାହା ଦେଖୁବାକୁ ଅପେକ୍ଷା…
ପ୍ରତିନିଧିଙ୍କୁ ଭୟଭୀତ କରିବାକୁ ହୀନ ଚେଷ୍ଟା । ନା ଗେଞ୍ଜର ମାଧବ ନାୟକଙ୍କ ସହ ସେଟିଂ କରି ଫୋକସ ପ୍ରତିନିଧୁଙ୍କ ସ୍ତର ଚାପିବାକୁ ଉଦ୍ୟମ । ଚିନ୍ମୟୀଙ୍କ ସହ ଏମିତି ଅଘଟଣ କାହିଁକି ଘଟିଲା । କଣ ତାଙ୍କ ଭୁଲ୍ । ତୃତୀୟ ଲିଙ୍ଗୀ ଭାବେ ଜନ୍ମ ନେବା । ଫୋକସରେ ସାମ୍ବାଦିକତା କରିବା ନା ନିର୍ଭିକ ଭାବେ ଲୋକଙ୍କ ସମସ୍ୟାକୁ ନେଇ ଖବର କରିବା । କାରଣ ଯାହା ହେଉ ନା କାହିଁକି ଏଭଳି ବଡ ଚ୍ୟାନେଲର ବଡ ରିପୋର୍ଟରଙ୍କ ଏ ଅଶାଳୀନ ଆଚରଣକୁ ତୀବ୍ର ନିନ୍ଦା କରୁଛି ଫୋକସ ପ୍ଲସ୍ । ପ୍ରଶାସନ ଓ ବ୍ୟବସ୍ଥା ପାଖରେ କଡା ଆକ୍ସନ ମଧ ଦାବି କରୁଛି । ଚିନ୍ମୟୀଙ୍କୁ କେବେ ମିଳୁଛି ନ୍ୟାୟ ବଡ ଚ୍ୟାନେଲର ବଡ ଆଲୋକରେ ଅନ୍ଧ ହେଉଛି ବିଧି ବ୍ୟବସ୍ଥା ତାହା ଦେଖିବାକୁ ଅପେକ୍ଷ ।
