ବିଜୟରୁ ଭାରତର ଅଭିଯାନ ଆରମ୍ଭ

ବିଜୟରୁ ଭାରତର ବିଶ୍ବକପ ଅଭିଯାନ

-ଟି ଟ୍ବେଣ୍ଟି ବିଶ୍ବକପରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ
-USAକୁ ୨୯ ରନ୍‌ରେ ହରାଇଲା ଭାରତ
-୧୬୨ ଟାର୍ଗେଟକୁ ପିଛା କରି USA ସ୍କୋର ୧୩୨/୮
-ସିରାଜଙ୍କୁ ସର୍ବାଧିକ ୩, ଅର୍ଶଦୀପ ଓ ଅକ୍ଷରଙ୍କୁ ୨ଟି ଲେଖାଏଁ ୱିକେଟ୍
-ଅଧିନାୟକ ସୂର୍ଯ୍ୟକୁମାରଙ୍କ ୪୯ ବଲ୍‌ରୁ ୮୪ ରନ୍‌ର ଚମତ୍କାର ଇନିଂସ

Leave a Reply

Your email address will not be published. Required fields are marked *