ରାଜ୍ୟ ବଦଳିଲେ ଭଦ୍ରକ ଏସପି। Sukanta NayakJune 6, 2025 ଭଦ୍ରକ ଏସ୍ପି ଏମ୍. ସନ୍ଦୀପ ସମ୍ପତଙ୍କୁ ବଦଳିନବରଙ୍ଗପୁର ଏସ୍ପି ଭାବେ ଏମ୍. ସନ୍ଦୀପ ସମ୍ପତଙ୍କୁ ବଦଳିଭଦ୍ରକ ନୂଆ ଏସ୍ପି ହେଲେ ମନୋଜ କୁମାର ରାଉତକେନ୍ଦୁଝର ଅତିରିକ୍ତ ଏସ୍ପି ଦାୟିତ୍ବରେ ଥିଲେ ମନୋଜ କୁମାର
ଆଜି ହୀରାକୁଦ ବନ୍ଧ ବିସ୍ଥାପିତ ପାଇବେ ପଟ୍ଟା, ମୁଖ୍ୟମନ୍ତ୍ରୀ କରିବେ ବଣ୍ଟନ ଝାରସୁଗୁଡା: ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତ ପଟ୍ଟା ପାଇବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିବେ ଜମିପଟ୍ଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ…
ପୁଣି ଶୀତ ରେ ଥରିବ ଓଡିଶା । ପୁଣି ଶୀତ ରେ ଥରିବ ସାରା ଓଡିଶା । ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ ଫଳରେ ସାରା ଓଡିଶାରେ ଅଧିକ ଶୀତ ଅନୁଭୂତ ହେବ ବୋଲି…
୨୦୨୫ ସୁଦ୍ଧା ଗାଁରେ ମିଳିବ ବିଜୁଳି ଭୁବନେଶ୍ୱର, ୧୧/୦୯: ଦ୍ଵିତୀୟ ପର୍ଯ୍ୟାୟର ଶେଷ ପର୍ଯାୟରେ ପହଞ୍ଚିଲାଣି ବଜେଟ ଅଧିବେଶନ | ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଯାଇଛି…