ରାଜନୀତିରାଜ୍ୟ ବିଜେଡି ଉପରେ ବର୍ଷିଲେ ମୋହନ। Sukanta NayakNovember 15, 2024 ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନଜନଜାତୀୟ ଗୌରବ ଦିବସରେ ମୋହନଙ୍କ ବକ୍ତବ୍ୟ‘ଗତ ସରକାର କହୁଥିଲା ଆଦିବାସୀଙ୍କ ସାଙ୍ଗରେ ଅଛି’‘କିନ୍ତୁ ହଷ୍ଟେଲରେ ଛାତ୍ରଛାତ୍ରୀ ଲୁଣ ଓ ଭାତ ଖାଉଥିଲେ’
ଧାନ ବିକ୍ରି କରିନପାରି ଅନ୍ୟମାନଙ୍କ ଧାନରେ ନିଆଁ ଲଗାଇଲେ ଚାଷୀ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଯମୁନାପଶି ଲ୍ୟାମ୍ପସରେ ନିଆଁ ଲଗାଇଲେ, ଟୋକନ ଲାପ୍ସ ହେବାରୁ ଧାନ ବିକି ପାରିନଥିଲେ ଖିରେଇଟାଙ୍ଗରର ଉକ୍ତ ଚାଷୀ, ମାନସିକ ଅବସାଦରେ ନିଆଁ ଲଗାଇଦେଲେ, ଲ୍ୟାମ୍ପସ କର୍ମଚାରୀଙ୍କ ଦ୍ୱାରା ନିଆଁ ଅୟତ୍ତ, ସଂପୃକ୍ତ ଚାଷୀ ଅଟକ. ଧାନ ବିକ୍ରି କରିନପାରି ଅନ୍ୟମାନଙ୍କ ଧାନରେ ନିଆଁ ଲଗାଇଲେ ଚାଷୀ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଯମୁନାପଶି ଲ୍ୟାମ୍ପସରେ ନିଆଁ ଲଗାଇଲେ, ଟୋକନ ଲାପ୍ସ ହେବାରୁ ଧାନ ବିକି…
କେତେ ସୁରକ୍ଷିତ ମାହାଙ୍ଗା BJP ? ମାହାଙ୍ଗା,କଟକ13/01/2024: କ୍ଷମତା ପ୍ରଦର୍ଶନରେ ଫେଲ ମାରିଲା ଭାରତୀୟ ଜନତା ପାଟି…..! ବିଜେପି ଯୁବ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଚାଲିଛି ବଳ କଷାକଷି……! ଭାଇରାଲ ହେଉଛି ଜାତୀୟ ଯୁବ ଦିବସରେ…
ବିଧାୟକଙ୍କୁ ଗିରଫ କଲା ଇଡି ନୂଆଦିଲ୍ଲୀ : ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଞ୍ଝାରେ ଆଉ ଜଣେ ଆମ ଆଦମୀ ପାର୍ଟିର ବିଧାୟକ। ଓଖଲାର ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଦୀର୍ଘ ୫ ଘଣ୍ଟା…