ରାଜନୀତିରାଜ୍ୟ ବିଜେଡି ଉପରେ ବର୍ଷିଲେ ମୋହନ। Sukanta NayakNovember 15, 2024 ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନଜନଜାତୀୟ ଗୌରବ ଦିବସରେ ମୋହନଙ୍କ ବକ୍ତବ୍ୟ‘ଗତ ସରକାର କହୁଥିଲା ଆଦିବାସୀଙ୍କ ସାଙ୍ଗରେ ଅଛି’‘କିନ୍ତୁ ହଷ୍ଟେଲରେ ଛାତ୍ରଛାତ୍ରୀ ଲୁଣ ଓ ଭାତ ଖାଉଥିଲେ’
ଆଗକୁ ବିପଜ୍ଜନକ ପରିସ୍ଥିତି ଆସିପାରେ: ଚେତାବନୀ ଦେଲେ ଇମ୍ରାନ ଖାନ ବୁଧବାର ପାକିସ୍ତାନର ପେଶୱାରରେ ଏକ ରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ କ୍ଷମତାରେ ଥିବାବେଳେ ସେ ବିପଦଜନକ ନୁହଁନ୍ତି କିନ୍ତୁ କ୍ଷମତାରୁ ବହିଷ୍କୃତ ହେବା…
ବନ୍ଧ୍ୟାକରଣ ପ୍ରତି ପୁରୁଷଙ୍କ ଆଗ୍ରହ ଅଧିକ ବଢୁଛି ଭୁବନେଶ୍ୱର, ୨୯/୦୭: ବନ୍ଧ୍ୟାକରଣ ପ୍ରତି ବଢୁଛି ପୁରୁଷଙ୍କ ଆଗ୍ରହ | ଆଜ୍ଞା ହଁ, କିଛି ଏପରି ମନ୍ତବ୍ୟ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ | ବିଧାନସଭାରେ ମୁକେଶ…
ତେଲେଙ୍ଗାନାର ଦ୍ୱିତୀୟ ଶ୍ରେଣୀ ଛାତ୍ର ଆଣିଲେ ଅଭିଯୋଗ ତାଙ୍କ ଶିକ୍ଷକଙ୍କୁ ଶାରୀରିକ ଦଣ୍ଡ ଦେଇ ଗିରଫ କରିବାକୁ କହିଛନ୍ତି ତେଲେଙ୍ଗାନାର ମହାବାବାଦ୍ ଜିଲ୍ଲାର ଦ୍ୱିତୀୟ ଶ୍ରେଣୀ ଛାତ୍ର ଅନିଲ ନାୟକ ଏକ ପୋଲିସ୍ ଷ୍ଟେସନକୁ ଯାଇ ତାଙ୍କ ଶିକ୍ଷକଙ୍କୁ ଶାରୀରିକ ଦଣ୍ଡବିଧାନ ପାଇଁ ଗିରଫ କରିବାକୁ କହିଥିଲେ।…